ଓଡିଶା ନ୍ୟୁଜ/ Odisha News

Tag Archives: ଖଣି

ଅର୍ଥ-ବ୍ୟବସାୟ

ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ପ୍ରଦାନ

୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲକୋ,୧୯୯୨ ମସିହା ପରଠାରୁ ପ୍ରତି ଆର୍ଥିକ ବର୍ଷରେ ଡିଭିଡେଣ୍ଡ୍ ପ୍ରଦାନ କରିଆସୁଛି ।୨୦୧୩-୧୪ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୩୮୬.୫୯ କୋଟି ଟଙ୍କାର ଡ଼ିଭିଡ଼େଣ୍ଡ ଘୋଷଣା କରିଥିଲା ।

ବିସ୍ତୃତ
ଅର୍ଥ-ବ୍ୟବସାୟ

୧୮ ବନ୍ଦ ଲୁହାପଥର ଖଣି ଚାଲୁ କରିବା ପାଇଁ ସୁପାରିଶ

ଯଦି ରାଜ୍ୟସରକାର ଏହି ସୁପାରିଶକୁ ଗ୍ରହଣ କରନ୍ତି ଆସନ୍ତା ଦଶ ଦିନ ମଧ୍ୟରେ ଏହିଖଣିଗୁଡିକ ଚାଲିବ। ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ 31 ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଓଡିଶା ପ୍ରାୟ ୫୧ ମିଲିୟନ ଟନ ଲୁହାପଥର ଉତ୍ପାଦନ କରିଥିଲା। ବନ୍ଦଥିବା ୧୮ ଖଣି ଚାଲୁହେଲେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଉତ୍ପାଦନ ପରିମାଣ ୭୦ ମିଲିୟନ ଟନକୁ ବୃଦ୍ଧି ପାଇବ ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ଖଣି ଅଂଚଳର ବିକାଶ ପାଇଁ ଫାଉଣ୍ଡେସନ ଗଠନ ଯୋଜନା

ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଫାଇଣ୍ଡେସନ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୁଚନା ଦେଇଛନ୍ତି । ଏହି ଫାଉଣ୍ଡେସନ୍ ପାଇଁ ବିଭାଗ ପକ୍ଷରୁ ଚିଠା ପ୍ରସ୍ତୁତ ହୋଇସାରିଥିବା ମନ୍ତ୍ରୀ କହିଛନ୍ତି ।ଏହି ଫାଉଣ୍ଡେସନ ସ୍ଥାପନ ହେଲେ ସରକାର ପ୍ରାୟ ଦୁଇହଜାର କୋଟି ଟଙ୍କା ରାଜ୍ୟର ଖଣି ଅଂଚଳରେ ବାସ କରୁଥିବା ଗରିବ ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାପାଇଁ ସୁଯୋଗ ପାଇବେ ।

ବିସ୍ତୃତ
ରାଜନୀତି

କୋଇଲା ଦୂର୍ନୀତି: ନବୀନଙ୍କୁ ଅନ୍ତର୍ଭୂକ୍ତ କରିବା ପାଇଁ ମାମଲା

ଏହି ଆବେଦନ ଗ୍ରହଣଯୋଗ୍ୟ ହେବକି ନାହି ସେ ସମ୍ପର୍କରେ ଶୁଣାଣି କରିବାକୁ ଆସନ୍ତା ସୋମବାରକୁ କୋର୍ଟ ତିଥି ସ୍ଥିର କରିଥିବା ସାହୁଙ୍କ ଓକିଲ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟଯେ ଅଗଷ୍ଟ ୨୦୦୫ ରେ ପଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ତଲାବିରା-୨ କୋଇଲା ଖଣି ହିଣ୍ଡ।ଲକୋକୁ ଦିଆଯିବା ପାଇଁ ପୁନର୍ବିଚାର କରିବାପାଇଁ କହିଥିଲେ ।

ବିସ୍ତୃତ
ଓଡିଶା ଖବର

ଖଣି କ୍ଷେତ୍ରରେ ବୈଷୟିକ ସହାୟତା ପ୍ରଦାନ କରିବ ବିଶ୍ୱବ୍ୟାଙ୍କ

ବିଶ୍ୱବ୍ୟାଙ୍କର ୪ଜଣିଆ ପ୍ରତିନିଧି ଦଳ ସଂପ୍ରତି ଓଡିଶା ଗସ୍ତରେ ଆସି କେନ୍ଦୁଝର,ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଖଣିଅଂଚଳ ପରିଦର୍ଶନ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ତ୍ରିବେଣୀକୁ ପଚରା ଉଚରା କରିବ ସାହା କମିଶନ

ଶାହା କମିଶନଙ୍କ ପ୍ରତିନିଧିଦଳ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଖଣି ଦୁର୍ନୀତି ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଏହାସହ କାଲି କମିଶନରଙ୍କ ଆଗରେ ଆୟକର ଓ ବିକ୍ରିକର ବିଭାଗର ଅଧିକାରୀ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିସ୍ତୃତ