ଗଣମାଧ୍ୟମ

ଋଣ ଶୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା

ଗ୍ରାମବାସୀ ଓ ମୃତୁ୍ୟଜଂୟଙ୍କ ବଡଭାଇ ଗଣମାଧ୍ୟମକୁ କହିଛନ୍ତି ଯେ,ମୃତ୍ୟୁଞ୍ଜୟର ଗୋଟିଏ ପୁଅ,ଗୋଟିଏ ଝିଅ । ସେ ଫସଲ ନଷ୍ଟ ହେବାଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରେ ।

ନିଜର ସ୍ଥିତି ଜାଣିବାକୁ ସୁପ୍ରିମକୋର୍ଟ ଗଲେ ପ୍ୟାରୀମୋହନ

ଗତ ଶୁକ୍ରବାର ଦିନ ପ୍ୟାରୀମୋହନ ସୁପ୍ରୀମକୋର୍ଟ ଯିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ।

ଅନାହାର ମୃତ୍ୟୁକୁ ନେଇ ବିଧାନସଭାରେ ଆଲୋଚନା

ଦୃଷ୍ଟି ଆକର୍ଷଣକାରୀ ନୋଟିସ୍ ଜରିଆରେ ଶାସକ ଦଳର ସଭ୍ୟ ଅନନ୍ତ ଦାସ କହିଲେ ଯେ,ଯେଉଁ ଅଂଚଳରେ ଅନାହାର ମୁତ୍ୟୁ ହେଉଛି ସେଥିପାଇଁ ସେ ଅଞ୍ଚଳର ବିଧାୟକ ଦାୟୀ । କାରଣ ସେ ତାଙ୍କ ଲୋକଙ୍କ ପ୍ରତି ଧ୍ୟାନ ଦେଉନାହାଁନ୍ତି । ଲୋକଙ୍କ କଥା ଭୁଲି ଯାଉଛନ୍ତି ।

ବିଜେଡିରୁ ବହିଷ୍କାର ନିଷ୍ପତିକୁ ପ୍ୟାରୀଙ୍କ ଚ୍ୟାଲେଞ୍ଜ

ଗତ ମେ ତଥାକଥିତ ମିଡ୍ ନାଇଟ ଅପରେସନ ପରେ ପ୍ୟାରୀମୋହନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏ ସଂପର୍କରେ ଘୋଷଣା କରିଥିଲେ ବିଜେଡି ସୁପ୍ରୀମୋ ନବୀନ ପଟ୍ଟନାୟକ ।

ଦୁର୍ନୀତିମୁକ୍ତ ଅଭିଯାନରେ ସାମ୍ବାଦିକ ସୈନିକ ଭୂମିକା ତୁଲାନ୍ତୁ: ଆନ୍ନା

ଓଡ଼ିଶା ଗସ୍ତରେ ଆସିଥିବା ଏହି ବିଶିଷ୍ଟ ଗାନ୍ଧୀବାଦୀ ନେତାଙ୍କ ସହ ଶନିବାର ଓଡ଼ିଶା ସାମ୍ବାଦିକ ୟୁନିଅନ (ଓ.ୟୁ.ଜେ)ର ଏକ ପ୍ରତିନିଧି ଦଳ ସାକ୍ଷାତ କରି ରାଜ୍ୟରେ ଗଣମାଧ୍ୟମର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ଡାକ୍ତରଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ହାଇକୋର୍ଟ ନୋଟିସ

ମାଧବୀଙ୍କ ମୃତ ତଦନ୍ତ ପାଇଁ ପୋଲିସ ଦଦ୍ୱାରାହେଉଥିବା ତଦନ୍ତ ଉପରେ ଭରସା ନକରି ସିବିଆଇ ତଦନ୍ତ ପାଇଁ ମୃତକଙ୍କ ଭାଇ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଅନ୍ୟପଟେ ଏହି ଘଟଣାରେ ପୁରୀରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରିରଖିଛି ।

ପ୍ୟାରୀଙ୍କ ଅଭିଯୋଗ ଭିତିହୀନ ଓ ମିଥ୍ୟା: ନବୀନ

ବିଜେଡି କୋଇଲା ବ୍ଲକ ସୁପାରିଶରେ ସଂପୃକ୍ତ ଥିବାରୁ କଂଗ୍ରେସ ସହିତ ସଲାସୁତୁରା କରୁଛି । ତେଣୁ ବିଜେଡି କଂଗ୍ରେସର ବି ଟିମ୍ ବୋଲି ଅଭିଯୋଗ କରିଥିଲେ ।

କୋମାରେ ସମାଜବାଦ, ବଞ୍ଚେଇବାକୁ ହେଲେ ସେବା ଆବଶ୍ୟକ:ମତ

ଆଜିକାର ଗଣମାଧ୍ୟମ କଦାପି ସମାଜବାଦର ଆଲୋଚନାକୁ ପ୍ରୋତ୍ସାହିତ କରିବ ନାହିଁ ବୋଲି ଡ. ନାୟକ ପ୍ରତିପାଦନ କରିଥିଲେ ଏବଂ କେବଳ ଛୋଟ ଛୋଟ ପତ୍ରିକା ହିଁ ଏହା କରିପାରିବ ବୋଲି ମତ ଦେଇଥିଲେ ।

କଂଗ୍ରେସର ନବୀନ ହଟାଅ,ଓଡିଶା ବଞ୍ଚାଅ ପାଲଟିଲା ରଣକ୍ଷେତ୍ର

ପ୍ରାୟ ଅଢେଇ ଘଂଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଥିଲା ।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଖବରକୁ ନବୀନଙ୍କ ଅସ୍ୱୀକାର

ସମୟ ଆସିଲେ ଆପଣମାନଙ୍କୁ ଜଣାଇ ଦିଆଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

This website uses cookies.

Read More