ଗଣମାଧ୍ୟମ

ବିଧାୟକଙ୍କ ମୁକ୍ତି ନେଇ ପୁଣି ସମୟସୀମା ଦେଲେ ମାଓବାଦୀ

ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ଏହି ନୂଆ ସମୟସୀମା ଧାର୍ଯ୍ୟ କରିଛନ୍ତି ।

ଅପହୃତଙ୍କ ମୁକ୍ତି ପାଇଁ ୨୭ ବନ୍ଦୀଙ୍କୁ ଛାଡ଼ିବାକୁ ନିଷ୍ପତି

ଉଭୟ ବିଧାୟକ ଏବଂ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଜେଲରୁ ଖଲାସ ହେବାକୁ ଥିବା ବ୍ୟକ୍ତିଙ୍କ ନାମ ଗୁରୁବାର ଘୋଷଣା କରାଯିବ ।

ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ଗଣମାଧ୍ୟମ ଉପରେ କଟକଣା

ସେହିପରି ଆସନ୍ତା ୧୩, ୧୫, ୧୭ ଏବଂ ୧୯ ତାରିଖରେ ଚାରୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ।

ଗଣମାଧ୍ୟମ ଉପରେ ଆକ୍ରମଣ ବିରୋଧରେ ମିଳିତ ସ୍ୱର

MYcû¤c C_ùe @ûKâcY aòùeû]ùe i´û_Zâ iõ_ûK I ^òCR Pýûù^f cêLýuê ù^A MVòZ MYcû¤c _eûcgðûZû KcòUò ùa÷VK @^êÂòZ ùjûA~ûAQò û

ସାମ୍ବାଦିକଙ୍କୁ ଆକ୍ରମଣ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଏକ ଦୈନିକ ସମ୍ବାଦପତ୍ରର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି ।

ରାଉରକେଲା-କଲିକତା ବିମାନ ସେବା ଖୁବଶୀଘ୍ର

ରାଉରକେଲା-କଲିକତା ମଧ୍ୟରେ ଚାଲିବାକୁ ଥିବା ଏହି ବିମାନରେ ନଅଟି ସିଟ୍ ରାଜ୍ୟ ସରକାରଙ୍କ ପାଇଁ ସଂରକ୍ଷଣ ରହିବ ଓ ପ୍ରତି ସିଟ୍ ର ମୂଲ୍ୟ ଛଅ ହଜାର ଟଙ୍କା ରଖାଯିବ ।

ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ମାନବଶୃଙ୍ଖଳ

ବରିଷ୍ଠ ସାମ୍ବାଦିକ ପ୍ରଦେଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ରାଜ୍ୟ ସମାଜ ମଙ୍ଗଳ ଉପଷ୍ଟୋ ବୋର୍ଡ଼ର ସୁଲତା ଦେଓ, ଆଥ୍ଲେଟ୍ ଅନୁରାଧା ବିଶ୍ୱାଳ, ଶିଶୁ ଅଧିକାର ପ୍ରସାଦର ଆମ୍ବାସଡ଼ର ଆଙ୍କାକ୍ଷା କବି ଓ ସମାଜସେବୀ ଶଶାଙ୍କ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

ଖଣି ଦୁର୍ନୀତି ତଦନ୍ତ ପ୍ରହସନ: ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଗଣମାଧ୍ୟମ

ଓଡିଶା ଖଣି ଦୁର୍ନୀତିର ପର୍ଦ୍ଧାଫାଶ ହୋଇ ଆଠ ଜଣ ସରକାରୀ କର୍ମଚାରୀ ଓ ଜନୈକ ଖଣି ବେପାରୀଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିବା ପରେ ବିଭିନ୍ନ ସମ୍ବାଦପତ୍ର ଓ ଗଣ ମାଧ୍ୟମରେ ଚମକପ୍ରଦ ସମ୍ବାଦମାନ ପ୍ରକାଶ ପାଇଲା ।

ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପାର୍ଶ୍ଵ ପ୍ରଭାବ ଉପରେ ଗବେଷଣା ଆବଶ୍ୟକ

ପ୍ରଯୁକ୍ତି ବିଦ୍ୟାର ସୀମା ବିଷୟରେ ସଚେତନ ହେବା ସହ ସମସ୍ୟାର ସମାଧାନ ପାଇଁ ଆବଶ୍ୟକତା ଅନୁସାରେ ଏହାର ବ୍ୟବହାର କରାଯିବା ଉଚିତ । ଦୀର୍ଘ ଦିନ ଧରି ରହି ଆସିଥିବା ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ସମାଧାନ କରିବା ପାଇଁ ଚେଷ୍ଟା କରାଯିବାର ଆବଶ୍ୟକତା ରହିଛି ।

This website uses cookies.

Read More