ଓଡିଶା ନ୍ୟୁଜ/ Odisha News

Tag Archives: ଗୀତ

ଓଡିଆ ଚଳଚିତ୍ରମନୋରଞ୍ଜନ

ଅକ୍ଷୟ ମହାଂତିଙ୍କ ଗୀତ ଓ ଓଡିଶାର ସାମାଜିକ ଇତିହାସ

ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାଂତିଂକ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା।

ବିସ୍ତୃତ
ମନୋରଞ୍ଜନ

ସପନର ପଥେ ପଥେ ; ଓଡିଆ ଗୀତର ଅନନ୍ୟ ଗାୟକ ସିକନ୍ଦର ଆଲାମ୍

ପଚାଶ ବର୍ଷଧରି ଆକାଶବାଣୀ, ଓଡିଆ ସିନେମା, ଦୂରଦର୍ଶନ ଓ ସଂଗୀତ ଆସରରେ ଓଡିଆ ଶ୍ରୋତା ସିକନ୍ଦର ଆଲାମଂକୁ ଶୁଣିଛନ୍ତି ଓ ତାଂକ ହୃଦୟରେ ସେ ସ୍ଵରକୁ ଅମର କରିଛନ୍ତି ।

ବିସ୍ତୃତ
ମନୋରଞ୍ଜନ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ପ୍ରାପ୍ୟ ଦିଆଯାଇ ପାରନ୍ତା... ।

ବିସ୍ତୃତ
ମନୋରଞ୍ଜନ

ଭାବ ସମୁଦ୍ରରେ ଅନନ୍ତ ସପ୍ତକ; ନିମାଇଁ ଚରଣ ହରିଚନ୍ଦନଂକ ବାଣୀକଣ୍ଠ

୧୯୧୬ ମସିହାରେ ନିମାଇଁ ତାଂକର ସମ୍ପର୍କୀୟ ଗୋକୂଳ ଶ୍ରୀଚନ୍ଦନଙ୍କ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ନିମାଇଁଙ୍କ କକେଇ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ ଥିଲେ ସେତେବେଳର ଓଡିଶାରେ ଏକମାତ୍ର ସଂଗୀତ ବିଶାରଦ।

ବିସ୍ତୃତ