Tag: ଗ୍ରାମବାସୀ

ଜଙ୍ଗଲ ଅଧିକାରକୁ ସରକାରଙ୍କ ଉଲଂଘନ

  ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ଆମ ରାଜ୍ୟ ସରକାର ଏକ ନୂତନ କାର୍ଯ୍ୟକ୍ରମ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ…

  ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ଆମ ରାଜ୍ୟ ସରକାର ଏକ ନୂତନ କାର୍ଯ୍ୟକ୍ରମ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୩୦ଟି ବନଖଣ୍ଡରେ ୧୧୭୦.୨ କୋଟି ବ୍ୟୟରେ ୨ ଲକ୍ଷ ୬୦ ହଜାର ହେକ୍ଟର ଜଙ୍ଗଲର ପୁନରୁଦ୍ଧାର କାରାଯିବ । ଏଥିପାଇଁ…

ମାଓବାଦୀଙ୍କ ସହ ଯାଇଥିବା ଗ୍ରାମବାସୀଙ୍କ ପ୍ରତ୍ୟାବର୍ତ୍ତନ

ପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ…

ପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ ସନ୍ଦେହ କହିଛି । ସେମାନଙ୍କୁ ମାଓ ସମର୍ଥକ ଆଖ୍ୟା ଦେଇ ପୁଲିସ କହିଛି ଯେ ପ୍ରତ୍ୟାବର୍ତ୍ତନ କରିଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୁଧବାର ରାତିରେ ଘରକୁ ଫେରିଥିବା ବେଳେ, ଅନ୍ୟ ତିନି…

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କୋଇଲା ଉତ୍ପାଦନରେ ବାଧା

କମ୍ପାନୀର ସ୍ଥାନୀୟ ଅଧିକାରୀ ଗ୍ରାମବାସୀ ମାନଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା ଜାରି ରଖିଥିବା ବେଳେ, ଯଦି ଆଗାମୀ…

କମ୍ପାନୀର ସ୍ଥାନୀୟ ଅଧିକାରୀ ଗ୍ରାମବାସୀ ମାନଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା ଜାରି ରଖିଥିବା ବେଳେ, ଯଦି ଆଗାମୀ କିଛିଦିନ ଏହିଭଳି ବିରୋଧ ଜାରି ରହେ ତେବେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଜୁଳି ଉତ୍ପାଦନକରୁଥିବା କମ୍ପାନୀ ମାନଙ୍କୁ କୋଇଲା ଯୋଗାଇବାରେ ସମସ୍ୟା ହୋଇପାରେ , ମହାନଦୀ କୋଲଫିଲଡର ର ଜଣେ ଅଧିକାରୀ ଓଡିଶା…

ଚାରିଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ହତ୍ୟା, ୭୦ ଅଟକ

ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ…

ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିବା ବେଳେ ଅନ୍ୟମାନେ ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ ।

କୁହୁଡ଼ି ଦଳ ବେହେରାଙ୍କ ଜନ୍ମ ଜୟନ୍ତୀ ସମ୍ବର୍ନ୍ଧନା ଉତ୍ସବ

ଶ୍ରୀ ଦଳବେହେରାଙ୍କର ଆତ୍ମୀୟ ସ୍ୱଜନ ସୁଦୁର ଶିଙ୍ଗାପୁରୁ, ବାଙ୍ଗାଲୋର, ମୁମ୍ବାଇ, ପଣ୍ଡିଚେରୀ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼,…

ଶ୍ରୀ ଦଳବେହେରାଙ୍କର ଆତ୍ମୀୟ ସ୍ୱଜନ ସୁଦୁର ଶିଙ୍ଗାପୁରୁ, ବାଙ୍ଗାଲୋର, ମୁମ୍ବାଇ, ପଣ୍ଡିଚେରୀ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ଇନ୍ଦୁପୁରୁ, କେନ୍ଦ୍ରାପଡ଼ା, ବ୍ରହ୍ମଗିରି, ପୁରୀ, ତାପଙ୍ଗ, ଗଡ଼ମଧୁପୁରୁ, ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଆସି ସମ୍ବର୍ଦ୍ଧିତ କରିଥିଲେ ।

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ୍ୟୁ

କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥ ୨୧୫କୁ ନେଙ୍କଡାଘର ଠାରେ ଘଣ୍ଟାଘଣ୍ଟାଧରିଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ…

କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥ ୨୧୫କୁ ନେଙ୍କଡାଘର ଠାରେ ଘଣ୍ଟାଘଣ୍ଟାଧରିଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

This website uses cookies.