Tag Archives: ଗ୍ରାମାଞ୍ଚଳ

ଓଡିଶା ଖବରମୁଖ୍ୟ ଖବର

ରାଜ୍ୟରେ ବିଦ୍ୟୁତ କାଟ୍ କୁ ନେଇ ବିଜେପି ର ବିକ୍ଷୋଭ

ସେ କହିଥିଲେ ଯେ, ଗତ ୧୧ ତାରିଖ ଦିନ ସଚିବାଳୟରେ ଶକ୍ତି ସଚିବ ନିଜ ମନ୍ତବ୍ୟ ରେ କହିଲେ କି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ବିଦ୍ୟୁତ ଉତ୍ପାଦନ ହେଉଛି । ତେଣୁ ଏବେ ବିଦ୍ୟୁତର ସମସ୍ୟା ଶ୍ରୂଷ୍ଠି ହେବ ନହିଁ। ତେବେ ଏବେ କାହିଁକି ବାରମ୍ବାର ବିଦ୍ୟୁତ କାଟ୍ ହେଉଛି ବୋଲି ସେ ଶକ୍ତି ସଚିବଙ୍କୁ ପ୍ରଶ୍ନ କରିଛନ୍ତି।

ବିସ୍ତୃତ