Tag Archives: ଗ୍ରୀଡକୋ

ଓଡିଶା ଖବର

ଏପ୍ରିଲରୁ ବିଦ୍ୟୁତ ଶୁଳ୍କ ୧୨ ପ୍ରତିଶତ ବଢିବ !

ପ୍ରତି ବର୍ଷ ସରକାରଙ୍କର କ୍ଷତି ବଢ଼ିବଢ଼ି ଚାଲିଥିବା ବେଳେ ବିଦ୍ୟୁତ ଶୁଳ୍କ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ବିଦ୍ୟୁତ ଶୁଳ୍କ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇଥିଲା । ପୁଣି ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ଦେଖାଦେଇଛି ।

ବିସ୍ତୃତ
ମୁଖ୍ୟ ଖବର

ଏନ୍ଟିପିସିର ଛଅଟି ୟୁନିଟ୍ ସହ ଗ୍ରୀଡ଼କୋର ଚୁକ୍ତିନାମା

କେନ୍ଦ୍ର ସରକାରଙ୍କ ବିଦ୍ୟୁତ ଆବଣ୍ଟନ ଅନୁସାରେ ଜାତୀୟ ତାପଜ ବିଦ୍ୟୁତ ନିଗମ(ଏନ୍ଟିପିସି)ର ପୂର୍ବଭାରତରେ ଥିବା ଛଅଟି ୟୁନିଟ୍ ସହିତ ଗ୍ରୀଡ଼କୋ ସୋମବାର ଚୁକ୍ତିନାମା ସଂପାଦନ କରିଛି ।

ବିସ୍ତୃତ