Tag Archives: ଚଳଚିତ୍ର

ଓଡିଆ ଚଳଚିତ୍ରମନୋରଞ୍ଜନ

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ର

ଏହି ଉତ୍ସବରେ "ବୃନ୍ଦା',"ନିରୂପାୟ',"ପେନ୍ସନ୍' ଏବଂ "ଠିକଣା' ପ୍ରଭୃତି ୪ଟି ଓଡ଼ିଆ ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ । ଏହାଛଡ଼ା ହିନ୍ଦୀ,ବଙ୍ଗଳା,ତାମିଲ୍ ଆଦି ଭାଷାରେ ପ୍ରସ୍ତୁତ ୬ଟି ଚଳଚିତ୍ର ପ୍ରଦର୍ଶିତ କରାଯିବ ।

ବିସ୍ତୃତ
ଓଡିଆ ଚଳଚିତ୍ର

ମଣିମାଳା ଦେବୀ ; ଏକ ସୁବର୍ଣ ଯୁଗର କାହାଣୀ

୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ ବାନ୍ଧି ରଖିଥିଲା।

ବିସ୍ତୃତ
ମନୋରଞ୍ଜନ

କିଷାନ ଭାଷାର ଚଳଚିତ୍ର ‘ହେଏଲୁ’କୁ ପ୍ରଶଂସା

ଏହାର ପ୍ରଯୋଜକ ହେଉଛନ୍ତି ଶ୍ରୀପତି ଶ୍ରୀଚନ୍ଦନ ଓ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଅଶୋକ । ସ୍ୱର ସଂଯାଜନା ଓ ଗୀତ ରଚନା କରିଛନ୍ତି ରଙ୍ଗବତୀ ଗୀତର ଜଣାଶୁଣା ଗୀତିକାର ପ୍ରଭୁଦତ୍ତ ପ୍ରଧାନ ଓ ମିତ୍ରଭାନୁ ଗୌନ୍ତିଆ ।

ବିସ୍ତୃତ
ମନୋରଞ୍ଜନ

ପ୍ରବାସୀ ଓଡିଆ ପ୍ରଯୋଜିକାଙ୍କର ହଲିଉଡ୍ ଫିଲ୍ମର ପ୍ରିମିୟରରେ ଉତ୍ସାହ

ସାରା ବିଶ୍ୱରୁ ସ୍ୱୀକୃତି ଲାଭ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ଲେଖକ ସୋଲିଲା ପରିଡାଙ୍କ ହଏହି ଚଳଚିତ୍ର ଭାରତରେ ୬ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଥମ ଥର କରି ଜଣେ ଓଡ଼ିଆ ପ୍ରଯୋଜକଙ୍କ ଦ୍ୱାରା ପ୍ରସ୍ତୁତ ଏହି ହଲିଉଡ୍ ଫିଲ୍ମ ଥିଏଟରରେ ରିଲିଜ୍ ହେଉଛି ।

ବିସ୍ତୃତ
ମନୋରଞ୍ଜନ

ଚର୍ଚାରେ ପ୍ରବାସୀ ଓଡିଆଙ୍କ ଇଂରାଜୀ ମ୍ୟୁଜିକ ଭିଡିଓ

ଏନ ଆଇଟି ୱାରାଙ୍ଗାଲରୁ ଶିକ୍ଷା ଲାଭ କରିଥିବା ଜୟପୁର, ଓଡିଶାର ବିଶ୍ଵନାଥ ରଥଙ୍କ ଦ୍ଵାରା ଲିଖିତ ଓ ନିର୍ଦ୍ଦେଶିତ ଓ ଚଳିତ ବର୍ଷ ୨୪ ଜୁଲାଇରେ ମୁକ୍ତି ଲାଭ କରିଥିବା 'ଫିଲ ଦି ପାସନ' ଶୀର୍ଷକ ଏହି ମ୍ୟୁଜିକ ଭିଡିଓ କୁ ଇଉଟ୍ୟୁବରେ ୧୧୭,୩୦୦ ଲୋକ ଦେଖିଥିବା ବେଳେ ଏହାକୁ ୧୨୦୦ ଦର୍ଶକ ଲାଇକ କରିଛନ୍ତି ।

ବିସ୍ତୃତ
ମନୋରଞ୍ଜନ

ପ୍ରଦର୍ଶିତ ହେଲା କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା

ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କ ଗଳ୍ପ 'ଝଡ ପରର ସୂର୍ଯ୍ୟ' ଉପରେ ଆଧାରିତ ଏହି ଚଳଚିତ୍ରକୁ ଶତାଧିକ ବିଶିଷ୍ଟ ବ୍ୟକ୍ତି, ଚଳଚିତ୍ର ପ୍ରେମୀ ଓ କଳାକାର ଭରପୁର ଉପଭୋଗ କରିଥିଲେ।

ବିସ୍ତୃତ