ଚଳଚିତ୍ର

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ର

ଏହି ଉତ୍ସବରେ "ବୃନ୍ଦା',"ନିରୂପାୟ',"ପେନ୍ସନ୍' ଏବଂ "ଠିକଣା' ପ୍ରଭୃତି ୪ଟି ଓଡ଼ିଆ ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ । ଏହାଛଡ଼ା ହିନ୍ଦୀ,ବଙ୍ଗଳା,ତାମିଲ୍ ଆଦି ଭାଷାରେ ପ୍ରସ୍ତୁତ ୬ଟି ଚଳଚିତ୍ର ପ୍ରଦର୍ଶିତ କରାଯିବ ।

ମଣିମାଳା ଦେବୀ ; ଏକ ସୁବର୍ଣ ଯୁଗର କାହାଣୀ

୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ ବାନ୍ଧି ରଖିଥିଲା।

କିଷାନ ଭାଷାର ଚଳଚିତ୍ର ‘ହେଏଲୁ’କୁ ପ୍ରଶଂସା

ଏହାର ପ୍ରଯୋଜକ ହେଉଛନ୍ତି ଶ୍ରୀପତି ଶ୍ରୀଚନ୍ଦନ ଓ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଅଶୋକ । ସ୍ୱର ସଂଯାଜନା ଓ ଗୀତ ରଚନା କରିଛନ୍ତି ରଙ୍ଗବତୀ ଗୀତର ଜଣାଶୁଣା ଗୀତିକାର ପ୍ରଭୁଦତ୍ତ ପ୍ରଧାନ ଓ ମିତ୍ରଭାନୁ ଗୌନ୍ତିଆ ।

ପ୍ରବାସୀ ଓଡିଆ ପ୍ରଯୋଜିକାଙ୍କର ହଲିଉଡ୍ ଫିଲ୍ମର ପ୍ରିମିୟରରେ ଉତ୍ସାହ

ସାରା ବିଶ୍ୱରୁ ସ୍ୱୀକୃତି ଲାଭ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ଲେଖକ ସୋଲିଲା ପରିଡାଙ୍କ ହଏହି ଚଳଚିତ୍ର ଭାରତରେ ୬ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଥମ ଥର କରି ଜଣେ ଓଡ଼ିଆ ପ୍ରଯୋଜକଙ୍କ ଦ୍ୱାରା ପ୍ରସ୍ତୁତ ଏହି ହଲିଉଡ୍ ଫିଲ୍ମ ଥିଏଟରରେ ରିଲିଜ୍ ହେଉଛି ।

ଚର୍ଚାରେ ପ୍ରବାସୀ ଓଡିଆଙ୍କ ଇଂରାଜୀ ମ୍ୟୁଜିକ ଭିଡିଓ

ଏନ ଆଇଟି ୱାରାଙ୍ଗାଲରୁ ଶିକ୍ଷା ଲାଭ କରିଥିବା ଜୟପୁର, ଓଡିଶାର ବିଶ୍ଵନାଥ ରଥଙ୍କ ଦ୍ଵାରା ଲିଖିତ ଓ ନିର୍ଦ୍ଦେଶିତ ଓ ଚଳିତ ବର୍ଷ ୨୪ ଜୁଲାଇରେ ମୁକ୍ତି ଲାଭ କରିଥିବା 'ଫିଲ ଦି ପାସନ' ଶୀର୍ଷକ ଏହି ମ୍ୟୁଜିକ ଭିଡିଓ କୁ ଇଉଟ୍ୟୁବରେ ୧୧୭,୩୦୦ ଲୋକ ଦେଖିଥିବା ବେଳେ ଏହାକୁ ୧୨୦୦ ଦର୍ଶକ ଲାଇକ କରିଛନ୍ତି…

ପ୍ରଦର୍ଶିତ ହେଲା କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା

ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କ ଗଳ୍ପ 'ଝଡ ପରର ସୂର୍ଯ୍ୟ' ଉପରେ ଆଧାରିତ ଏହି ଚଳଚିତ୍ରକୁ ଶତାଧିକ ବିଶିଷ୍ଟ ବ୍ୟକ୍ତି, ଚଳଚିତ୍ର ପ୍ରେମୀ ଓ କଳାକାର ଭରପୁର ଉପଭୋଗ କରିଥିଲେ।

ମହାବାତ୍ୟା ବିଧବାଙ୍କୁ ନେଇ “କଥାନ୍ତର’

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର "ଶୂନ୍ୟ ସ୍ୱରୂପ'ର ନିଦେ୍ର୍ଧଶନା ପରେ ଶ୍ରୀ ଖଟୁଆଙ୍କର ଏହା ଆଉ ଏକ ସଫଳ କୃତୀ ।

This website uses cookies.

Read More