Tag Archives: ଚାଷୀଙ୍କୁ ରିହାତି

ଓଡିଶା ଖବର

ଯୁବକ, ମହିଳାଙ୍କ ପରେ ଚାଷୀଙ୍କ ପାଇଁ ସରକାରଙ୍କ ଘୋଷଣା

କୃଷି କ୍ଷେତ୍ର ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପନ ପରେ ସେ କହିଛନ୍ତି ଯେ, ବାଣିଜ୍ୟିକ ଏବଂ ଗ୍ରାମ୍ୟ ବ୍ୟାଙ୍କ ଚାଷୀଙ୍କୁ ରିହାତି ସୁଧରେ ସରକାର ସ୍ୱଳ୍ପ ମିଆଦୀ କୃଷିଋଣ ଉପଲବ୍ଧ କରାଇବେ । ପାଞ୍ଚ ପ୍ରତିଶତ ସୁଧହାରରେ ଏହି ଋଣ ପ୍ରଦାନ କରାଯିବ । ନିର୍ଧାରିତ ସମୟ ମଧ୍ୟରେ ଏହା ପୈଠ କଲେ ଏହି ସୁଧ ପରିମାଣ ଦୁଇ ପ୍ରତିଶତ ରହିବ ।

ବିସ୍ତୃତ