ମାଲକାନଗିରିର ୭ଟି ବ୍ଲକ ପୁନର୍ଗଠିତ
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ମାଲକାନଗିରି ବ୍ଲକରେ ବର୍ତମାନ ୧୩ଟି ଗ୍ରାମ ପଞ୍ଚାୟତ ରହିଥିବାବେଳେ ପୁନର୍ଗଠନରେ ୧୯ଟି ଗ୍ରାମ ପଞ୍ଚାୟତ ରହିବ । ପଡିଆ ବ୍ଲକରେ ୧୦ଟି ପଞ୍ଚାୟତ ରହିଥିବାବେଳେ ୮ଟି ପଞ୍ଚାୟତ ରହିବ ।

© Copyright 2017 Odisha.com