Tag Archives: ଛାତ୍ରଛାତ୍ରୀ

ମନୋରଞ୍ଜନ

ପ୍ରଦର୍ଶିତ ହେଲା କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା

ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କ ଗଳ୍ପ 'ଝଡ ପରର ସୂର୍ଯ୍ୟ' ଉପରେ ଆଧାରିତ ଏହି ଚଳଚିତ୍ରକୁ ଶତାଧିକ ବିଶିଷ୍ଟ ବ୍ୟକ୍ତି, ଚଳଚିତ୍ର ପ୍ରେମୀ ଓ କଳାକାର ଭରପୁର ଉପଭୋଗ କରିଥିଲେ।

ବିସ୍ତୃତ
ଓଡିଶା ଖବରରାଜନୀତି

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ବିସ୍ତୃତ
ଓଡିଶା ଖବରରାଜନୀତି

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ବିସ୍ତୃତ
ଶିକ୍ଷା

କେନ୍ଦ୍ରୀୟ ବିଦ୍ୟାଳୟରେ ପିଛିଲା ବର୍ଦ୍ଧିତ ସ୍କୁଲ ଫି ଆଦାୟକୁ ବିରୋଧ

ସବୁ ଛାତ୍ର ଛାତ୍ରୀଙ୍କୁ ପିଛିଲା ତାରିଖରୁ ବର୍ଦ୍ଧିତ ଫି ଦେବାକୁ କୁହାଯାଇଥିବାରୁ ଜଣେ ଜଣେ ଦଶ ହଜାରରୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।ଏହାର ବିରୋଧ କରି ସେମାନେ ରାମ ମନ୍ଦିର ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିସ୍ତୃତ
ଶିକ୍ଷା

ଧନ୍ଦାମୂଳକ ଶିକ୍ଷାର ଫି ବୃଦ୍ଧିକୁ ଛାତ୍ର ସଂଗଠନର ବିରୋଧ

ମିଳିଥିବା ତଥ୍ୟ ଅନୁସାରେ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନେ ମାସକୁ ୫୨୮ ଟଙ୍କା ଦେଉଥିବା ବେଳେ ଆଗାମୀ ଶିକ୍ଷା ବର୍ଷରୁ ସେମାନଙ୍କୁ ୮୬୦ ଟଙ୍କା ଦେବାକୁ ପଡିବ । ସେହିପରି ଦ୍ଵିତୀୟ ବାର୍ଷିକ ଛାତ୍ରଛାତ୍ରୀଙ୍କୁ କଲେଜ ଫି ବାବଦ କୁ ୧୬୮ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ସେମାଙ୍କୁ ୪୫୦ ଟଙ୍କା ଲେଖାଏଁ ଦେବାକୁ ହେବ ।

ବିସ୍ତୃତ
ଶିକ୍ଷା

ଓଡିଶାରୁ ଘର ଅଭିମୁଖେ ନେପାଳୀ ଛାତ୍ରଛାତ୍ରୀ

ଏହି ଛାତ୍ରଛାତ୍ରୀମାନେ କିପରି ସେମାନଙ୍କ ଦେଶରେ ପହଞ୍ଚିଯିବେ ସେଥିପାଇଁ ଭାରତ ସରକାର ଉଦ୍ୟମ କରିଛନ୍ତି ଏବଂ କିଟ ପକ୍ଷରୁ ପିଲାମାନଙ୍କୁ ନେଇ ଷ୍ଟେସନରେ ଛାଡିଦେବାର ସୁବିଧା କରଯାଇଥିଲା ।

ବିସ୍ତୃତ