Tag: ଛାତ୍ରଛାତ୍ରୀ

କିସ୍ ଉଦ୍ୟମକୁ କେନ୍ଦ୍ର ଜନଜାତି ବିଭାଗ ମନ୍ତ୍ରୀଙ୍କ ପ୍ରଶଂସା

ଶିକ୍ଷା ଦ୍ୱାରା ହିଁ ଅବହେଳିତ ଆଦିବାସୀଙ୍କ ବିକାଶ ସମ୍ଭବ ହୋଇପାରିବ ବୋଲି କହି କିସ୍ ରେ ଉଦ୍ୟମ ଫଳରେ ହଜାର…

ଶିକ୍ଷା ଦ୍ୱାରା ହିଁ ଅବହେଳିତ ଆଦିବାସୀଙ୍କ ବିକାଶ ସମ୍ଭବ ହୋଇପାରିବ ବୋଲି କହି କିସ୍ ରେ ଉଦ୍ୟମ ଫଳରେ ହଜାର ହଜାର ଅବହେଳିତ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହୋଇ ପାରୁଥିବାରୁ କିସ୍ ଭଳି ଅନୁ୍ଷ୍ଠାନକୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି ସେ କହିଥିଲେ ।

ବର୍ଦ୍ଧିତ ଫି ଦେଉନଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିପାରିବ ନାହିଁ ଡ଼ିଏଭି

ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଅଭିଭାବକ ସଂଘ ସ୍ୱାଗତ କରିଛି ।

ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଅଭିଭାବକ ସଂଘ ସ୍ୱାଗତ କରିଛି ।

ରାଷ୍ଟ୍ର ନିର୍ମାଣ ପାଇଁ ଫେବୃୟାରୀ ୧୮ରେ ସାମୁହିକ ସୂର୍ଯ୍ୟ ନମସ୍କାର

ଏହି କାର୍ଯ୍ୟକ୍ରମ ସମସ୍ତ ଉଚ୍ଚବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ହେବା ସହିତ ପ୍ରତ୍ୟେକ ଜିଲ୍ଲା, ନଗର ଏବଂ ବ୍ଲକ କେନ୍ଦ୍ରମାନଙ୍କରେ…

ଏହି କାର୍ଯ୍ୟକ୍ରମ ସମସ୍ତ ଉଚ୍ଚବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ହେବା ସହିତ ପ୍ରତ୍ୟେକ ଜିଲ୍ଲା, ନଗର ଏବଂ ବ୍ଲକ କେନ୍ଦ୍ରମାନଙ୍କରେ ମଧ୍ୟ ସାମୁହିକ ଭାବରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ମଧ୍ୟରେ ଶେଷ ହେବ ।

ଧର୍ଷଣ,ଅସଦାଚରଣ ବନ୍ଦ ପାଇଁ ଡି.ଏସ୍.ଓ ର ଅଭିଯାନ

ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ଆଞ୍ଚଳିକ ସ୍ତରରେ ଜି.ପି.ଓ, ମୁଖ୍ୟ ପୋଷ୍ଟ ଅଫିସ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ…

ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ଆଞ୍ଚଳିକ ସ୍ତରରେ ଜି.ପି.ଓ, ମୁଖ୍ୟ ପୋଷ୍ଟ ଅଫିସ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ କରାଯିବ । ଏହି ଆନ୍ଦୋଳନରେ ସମସ୍ତ ସାହାଯ୍ୟ ସହଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିବାକୁ ସମସ୍ତ ସ୍ତରର ଛାତ୍ରଛାତ୍ରୀଙ୍କୁ ଅଲ ଇଣ୍ଡିଆ ଡି.ଏସ.ଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ଜୁଲାଇରୁ ଏମ୍ଏସ୍ ରେ ରୋଗୀ ସେବା

ଏମ୍ସର ନିର୍ମାଣ କାର୍ଯ୍ୟରେ ତିନୋଟି ସଂସ୍ଥା ନିୟୋଜିତ ହୋଇଛନ୍ତି । ମେ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବା…

ଏମ୍ସର ନିର୍ମାଣ କାର୍ଯ୍ୟରେ ତିନୋଟି ସଂସ୍ଥା ନିୟୋଜିତ ହୋଇଛନ୍ତି । ମେ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବା ସହ ଏମ୍ସରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ,ଗେଷ୍ଟ ହାଉସ,ଷ୍ଟାପକ୍ୱାଟର ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପୋସ୍କୋ ବିରୋଧୀଙ୍କ ଧାରଣାରେ ୪ ଦଳର ନେତା

ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ଓ ଦକ୍ଷିଣକୋରିଆରେ ପୋସ୍କୋ ଅଧିକାରୀଙ୍କ ଉଦ୍ଦବେଗ ସତ୍ୱେ ଏବଂ ଗ୍ରାମସଭାରେ ଜମି ଅଧିଗ୍ରହଣକୁ ସ୍ଥାନୀୟ…

ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ଓ ଦକ୍ଷିଣକୋରିଆରେ ପୋସ୍କୋ ଅଧିକାରୀଙ୍କ ଉଦ୍ଦବେଗ ସତ୍ୱେ ଏବଂ ଗ୍ରାମସଭାରେ ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ରାଜ୍ୟ ସରକାର କେଉଁ ଅଧିକାରରେ ଜୁଲମ କରି ପୁଲିସର ଭୟ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

This website uses cookies.