ଓଡିଶା ନ୍ୟୁଜ/ Odisha News

Tag Archives: ଜଗତସିଂପୁର

ପରିବେଶ

ଗୋଟିଏ ଦୁଇଟି ସ୍ଥାନରେ ବର୍ଷା, ଝଡ ତୋଫାନ ସମ୍ଭାବନା

ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ ତୋଫାନ ଓ ବର୍ଷା ହେବା ସହ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କାର୍ଯ୍ୟ।ଳୟ ଏକ ଇସ୍ତାହାରରେ ପ୍ରକାଶ କରିଛି ।

ବିସ୍ତୃତ
ଓଡିଶା ଖବର

ଜଗତସିଂପୁର: ଆଇଓସିଏଲ୍ ପରିସ୍ଥିତିରେ ସୁଧାର

ଶନିବାର ସକାଳେ ଶ୍ରମିକମାନେ କାମ କରିବାକୁ କମ୍ପାନୀ ଭିତରକୁ ଯିବାବେଳେ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ୯ନଂ. ଟାଙ୍କି ସିଡିିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସଞ୍ଜୟଙ୍କ ମୃତ୍ୟୁ ଖବର ବିଦ୍ୟୁତ ବେଗର ପ୍ରଚାର ହୋଇଯାଇଥିଲା ।

ବିସ୍ତୃତ
ଓଡିଶା ଖବର

ପୋସ୍କୋ ହଟାଅ ଧାରଣାରେ ତୃତୀୟ ଦିନରେ

ମଙ୍ଗଳବାର ଦିନ ଜଗତସିଂହପୁର ସାଂସଦ ବିଭପ୍ରସାଦ ତରାଇ ବିରୋଧୀଙ୍କ ଧାରଣାରେ ଯୋଗଦେଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସମର୍ଥନ ଜଣାଇଛନ୍ତି ।

ବିସ୍ତୃତ
ଓଡିଶା ଖବର

ପୋସ୍କୋକୁ ହଟାଇବା ଦାବିରେ ଧାରଣା ଜାରି

ଗୋବିନ୍ଦପୁର ନିକଟ ବଟବେଲାରି ବାଲିଟିକିରାରେ ପୋସ୍କୋକୁ ହଟାଇବା ଦାବିରେ ସୋମବାର ବିରୋଧୀ ନେତା ଅଭୟ ସାହୁ ଓ ଭିଟାମାଟି ସୁରକ୍ଷା ଜନମଞ୍ଚ ସଭାପତି ଜୟନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ଲୋକ ଏକ ବିରାଟ ଶୋଭାଯାତ୍ରରେ ଆସି ପ୍ରତିବାଦ ସଭା ସହ ଧାରଣାରେ ବସିଥିଲେ ।

ବିସ୍ତୃତ
ଓଡିଶା ଖବର

ପସ୍କୋ ପ୍ରକଳ୍ପକୁ ସମାଜସେବୀ ଆନ୍ନା ହଜାରେଙ୍କ ବିରୋଧ

ଦେଶର ଭ୍ରଷ୍ଟାଚାରକୁ ଦୂରୀଭୂତ କରିବାକୁ ହେଲେ ଯୁବଶକ୍ତିଙ୍କୁ ଅଣ୍ଟା ଭିଡ଼ିବାକୁ ପଡିବ । ତାଙ୍କ ଲଢ଼େଇ କେବଳ ଜନ ଲୋକପାଳ ବିଲରେ ସୀମିତ ତାହା ନୁହେଁ । ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ପର୍ଯ୍ୟନ୍ତ ସେ ଲଢ଼ିବେ ।

ବିସ୍ତୃତ