ଓଡିଶା ନ୍ୟୁଜ/ Odisha News

Tag Archives: ଜଗତସିଂହପୁର

ବିଶେଷ ଖବରମାନବାଧିକାର

ତ୍ୟାଗ, ସଂଘର୍ଷ ଓ ପ୍ରେମ, କେମିତି ନୂଆ ଜୀବନ ପାଇଲେ ଏସିଡ ପୀଡ଼ିତା

ଇପ୍‌ସୀତା ଦାଶ ପାଖାପାଖି ନଅ ବର୍ଷ ତଳେ ଏସିଡ ମାଡର ଶିକାର ହୋଇଥିବା ଓଡିଶାର ଜଣେ ଯୁବତୀ ପାଇଛନ୍ତି ନୂଆ ଜୀବନ ଓ ତା ପଛରେ ରହିଛି ଏକ ଅଭୂତପୂର୍ବ କାହାଣୀ ତ୍ୟାଗ, ସଂଘର୍ଷ ଓ ପ୍ରେମର । ଦୀର୍ଘ ଦିନର ଚିକିତ୍ସା ପରେ ସୁସ୍ଥ ହେବା, ଘଟଣାର ଆଠ ବର୍ଷ ପରେ ତାଙ୍କ ଉପରେ...

ବିସ୍ତୃତ
ସ୍ୱାସ୍ଥ୍ୟ

ଅସ୍ତ୍ରୋପ୍ରଚାରର ଛଅ ମାସ ପରେ ମହିଳାଙ୍କ ପେଟରୁ କଇଁଚି ଉଦ୍ଧାର

ତେବେ ଯନ୍ତ୍ରଣା ନ କମିବାରୁ ଅସ୍ତ୍ରୋପଚାର କରିଥିବା ଡାକ୍ଟରଙ୍କ ସୁପାରିସ କ୍ରମେ ସେ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ସୋମବାର ଦିନ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏକସରେ ସମୟରେ ତାଙ୍କ ପେଟରେ ଏକ ଛୋଟ କଇଁଚି ରହିଥିବା ଜଣା ପଡିଥିଲା । ଏକ ଘଣ୍ଟାର ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ୬ -୭ ଇଞ୍ଚର ଏହି କଇଁଚି ବାହାର କରାଯାଇଥିଲା ।

ବିସ୍ତୃତ
ରାଜନୀତି

ଇଣ୍ଡିଆନ ଅଏଲ ବିରୋଧରେ ଜମିହରା ପରିବାରଙ୍କ ବିକ୍ଷୋଭ

ପ୍ରକଳ୍ପ ଆରମ୍ଭ ହେଲେ ତାଙ୍କୁ ଉପଯୁକ୍ତ କ୍ଷତି ପୂରଣ ଓ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ, ଏବେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ବିସ୍ତୃତ
ଧର୍ମ

ଶ୍ରଦ୍ଧାଳୁଙ୍କ ହରିବୋଲ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ ସଂପନ୍ନ

ଚାରିଘଣ୍ଟାରେ ରାତି ପ୍ରାୟ ଆଠଟା ପନ୍ଦର ସମୟରେ ମହାଦାରୁ ଭୂମିସ୍ପର୍ଶ କରିଥିଲା । ଦାରୁ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଖରିପଡିଆରେ ଏକତ୍ରିତ ହୋଇ ଥିଲେ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା ।

ବିସ୍ତୃତ
ଧର୍ମ

ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷରେ ଥିବା ପେଚାଙ୍କୁ ନେଇ ବିବାଦ

ପରିବେଶବିତ ମାନେ ସେମାନଙ୍କ ଉଦ୍ଧାର ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିବା ବେଳେ, ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଛି ।

ବିସ୍ତୃତ
ରାଜନୀତି

କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାରେ ୨୭୬୧ ବାଂଲାଦେଶୀ ଅନୁପ୍ରବେଶକାରୀ

ଅନ୍ୟାନ୍ୟ ଜିଲାରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହେଲା ମାଲକାନଗିରି-୬୬୫, ଭଦ୍ରକ-୩୧୩, ବାଲେଶ୍ୱର-୧୫୦, ନବରଙ୍ଗପୁର-୧୦୬ ଓ ବରଗଡ଼-୨।

ବିସ୍ତୃତ