Tag: ଜଗତସିଂହପୁର

ବିଧାୟକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତର ଆତ୍ମସମର୍ପଣ

ଅଭିଯୋଗ ପାଇବା ପରେ ନାଉଗାଁ ପୁଲିସ ଏକ କେସ ରୁଜୁ କରି ତଦନ୍ତ ଜାରି ରଖିଥିଲେ । ବିଧାୟକ ବିଷ୍ଣୁ…

ଅଭିଯୋଗ ପାଇବା ପରେ ନାଉଗାଁ ପୁଲିସ ଏକ କେସ ରୁଜୁ କରି ତଦନ୍ତ ଜାରି ରଖିଥିଲେ । ବିଧାୟକ ବିଷ୍ଣୁ ଦାସଙ୍କୁ ହତ୍ୟା ଧମକ ଘଟଣା ଜିଲା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଯେତେଶୀଘ୍ର ସମ୍ଭବ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଠାବ କରିବା ପାଇଁ ଏସପି ସତ୍ୟବ୍ରତ ଭୋଇଙ୍କ ନିର୍ଦେଶରେ…

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ଗ୍ରାମବାସୀମାନେ ବିଦ୍ୟୁତ ପ୍ରବାହ ଛିନ୍ନ କରି ସଂପୃକ୍ତ ଚାରି ଜଣଙ୍କୁ ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା…

ଗ୍ରାମବାସୀମାନେ ବିଦ୍ୟୁତ ପ୍ରବାହ ଛିନ୍ନ କରି ସଂପୃକ୍ତ ଚାରି ଜଣଙ୍କୁ ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଚେସ୍ ଚାମ୍ପିୟନସିପ୍ ନିମନ୍ତେ ଖେଳାଳୀଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ

ଗତ ବର୍ଷ ସେ ଫିଲିପାଇନ୍ସରେ ହୋଇଥିବା ଏସିଆନ୍ ୧୮ ବର୍ଷରୁ କମ୍ ଚେସ୍ ଚାମ୍ପିୟନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ…

ଗତ ବର୍ଷ ସେ ଫିଲିପାଇନ୍ସରେ ହୋଇଥିବା ଏସିଆନ୍ ୧୮ ବର୍ଷରୁ କମ୍ ଚେସ୍ ଚାମ୍ପିୟନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

RMZiõòj_êe: ù_ûùÄû aòùeû]úu Kkû òai

eûRý ieKûeu ù~ûMñê Gùa ù~Cñ _eòiÚòZò iéÁò ùjûAQò ùi[ô_ûAñ ùfûKcûù^ ùKùa lcû ù\ùa^ò ùaûfò ùicûù^…

eûRý ieKûeu ù~ûMñê Gùa ù~Cñ _eòiÚòZò iéÁò ùjûAQò ùi[ô_ûAñ ùfûKcûù^ ùKùa lcû ù\ùa^ò ùaûfò ùicûù^ KjòQ«ò û

ବିପୁଳ ପରିମାଣର ସ୍କ୍ରାପ୍ ଜବତ,ପୂର୍ବତନ କାଉନ୍ସିଲର ଗିରଫ

ଜବତ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଆଲୁମିନିୟମ, ଲୁହା ଛଡ଼, ପ୍ଲେଟ, ତାର ଏବଂ କେତେକ ନୂଆ ବ୍ୟବହାର ହୋଇନଥିବା ଜିନିଷ…

ଜବତ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଆଲୁମିନିୟମ, ଲୁହା ଛଡ଼, ପ୍ଲେଟ, ତାର ଏବଂ କେତେକ ନୂଆ ବ୍ୟବହାର ହୋଇନଥିବା ଜିନିଷ ରହିଛି ।

ପାନୀୟ ଜଳ ଅଭାବ ଯୋଗୁଁ ଲୋକେ ହନ୍ତସନ୍ତ

ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଦିଆଯାଉଥିବା ପାଣି ନିୟମିତ ଭାବେ ଉପଲବ୍ଧ ହେଉନଥିବା ଅଭିଯୋଗ ହୋଇଛି ।

ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଦିଆଯାଉଥିବା ପାଣି ନିୟମିତ ଭାବେ ଉପଲବ୍ଧ ହେଉନଥିବା ଅଭିଯୋଗ ହୋଇଛି ।

This website uses cookies.