Tag Archives: ଜଗନ୍ନାଥଙ୍କ ଦାରୁ ବୃକ୍ଷ

ଧର୍ମ

ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷରେ ଥିବା ପେଚାଙ୍କୁ ନେଇ ବିବାଦ

ପରିବେଶବିତ ମାନେ ସେମାନଙ୍କ ଉଦ୍ଧାର ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିବା ବେଳେ, ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଛି ।

ବିସ୍ତୃତ