ବିଜେପି ଜନଜାତି ମୋର୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି
ପୂର୍ବତନ ବିଧାୟକ ମୋହନ ମାଝି, ଟ୍ରାଇଫେଡର ପୂର୍ବତନ ଅଧକ୍ଷ୍ୟା ତଥା ଜନଜାତି ମୋର୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ସୁକେଶୀ ଓରାମ ତଥା ପାର୍ଟିର ଜନଜାତି ମୋର୍ଚାର ବରିଷ୍ଠ କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ ।