Tag Archives: ଜନମୋର୍ଚ୍ଚା

ଓଡିଶା ଖବର

ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଜନମୋର୍ଚ୍ଚା-ପ୍ୟାରୀ

ପ୍ୟାରୀ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ବିଜେଡିରୁ ବହିଷ୍କାର କରିବାକୁ ନିସ୍ପତି ନେବାପରେ ରାଜ୍ୟ ସରକାର ତାଙ୍କ ସହ ସଂପର୍କ ରଖିଥିବା ବ୍ୟକ୍ତି ବିଶେଷଙ୍କର ଫୋନ ଟ୍ୟାପିଂ କରିଛନ୍ତି ।

ବିସ୍ତୃତ
ଓଡିଶା ଖବରରାଜନୀତି

ଓଡିଆଙ୍କର ଉନ୍ନତି ପାଇଁ ନବୀନଙ୍କ ଆନ୍ତରିକତା ନାହିଁ :ପ୍ୟାରୀ

ବିଜେଡ଼ିରେ କେହି ସଭାପତି ନାହାଁନ୍ତି । ଏଥିରେ ଗଣତନ୍ତ୍ର ବୋଲି କିଛି ନାହିଁ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ତାର ନିର୍ବାଚନ ଇସ୍ତହାରରେ ଦେଇଥିବା ପ୍ରତିଶୃତି ତୁରନ୍ତ ପୂରଣ କରିବା ଆଦି କେତେକ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ମତାନ୍ତର ସୃଷ୍ଟି ହୋଇଛି ।

ବିସ୍ତୃତ
ଓଡିଶା ଖବର

ପ୍ୟାରୀଙ୍କ ସହ ଯଜ୍ଞେଶ୍ୱର ବାବୁ ବିଜେଡିରୁ ବହିଷ୍କୃତ

ଦଳରେ ବେଶୀ ବିଶୃଙ୍ଖଳା ନବୀନ ହିଁ ସୃଷ୍ଟି କରୁଛନ୍ତି । ନିଜର ବଡ ପଣିଆ ଦେଖାଇ ସାରା ଦଳକୁ ପଙ୍ଗୁ କରିଦେଇଛନ୍ତି । ୨୦୧୦ ଜୁଲାଇ ୧୦ତାରିଖରେ ଶେଷଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରଠାରୁ ଦଳୀୟ ସମ୍ବିଧାନମତେ କୌଣସି ବୈଠକ ବସିନାହିଁ । ସବୁ ନିଷ୍ପତି ନବୀନଙ୍କର ଏକଚାଟିଆ ଭାବେ ଚାଲିଥିଲା ।

ବିସ୍ତୃତ
ଓଡିଶା ଖବରରାଜନୀତି

ଭବାନୀପାଟଣା ସମାବେଶ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି: ଜନମୋର୍ଚ୍ଚା

ପୂର୍ବତନ ମନ୍ତ୍ରୀ ପଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି କୌଣସି ସମାବେଶକୁ ନେଇ ବିଜେଡି ବିଚଳିତ ନୁହେଁ ।

ବିସ୍ତୃତ
ଓଡିଶା ଖବର

ଜନମୋର୍ଚ୍ଚା ସଦସ୍ୟ ଅମିୟ ପାଣ୍ଡବ ଗିରଫ , ଜାମିନରେ ଛାଡ

ଏହି ବିକ୍ଷୋଭ କାହିଁକି କରାଗଲା ତାହାର ପ୍ରତିବାଦରେ ପାଣ୍ଡବ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ତାଙ୍କ ଘରେ ଯାଇ ଧମକ ଚମକ ଦେଇଥିବା ଦିପ୍ତି ରଂଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ପ୍ୟାରୀଙ୍କ ଅଭିଯୋଗ ଭିତିହୀନ ଓ ମିଥ୍ୟା: ନବୀନ

ବିଜେଡି କୋଇଲା ବ୍ଲକ ସୁପାରିଶରେ ସଂପୃକ୍ତ ଥିବାରୁ କଂଗ୍ରେସ ସହିତ ସଲାସୁତୁରା କରୁଛି । ତେଣୁ ବିଜେଡି କଂଗ୍ରେସର ବି ଟିମ୍ ବୋଲି ଅଭିଯୋଗ କରିଥିଲେ ।

ବିସ୍ତୃତ