ଜମି ଅଧିଗ୍ରହଣ

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡ଼ି

ପ୍ରକଳ୍ପ ପାଇଁ ଜମି ହରାଉଥିବା ବ୍ୟକ୍ତିଙ୍କୁ ଏଥିରେ ଅଂଶୀଦାର କରିବାକୁ ବିଜେଡି ପକ୍ଷରୁ ପୂର୍ବରୁ ବାରମ୍ବାର କରାଯାଉଥିବା ଦାବିକୁ ଏଥର ଅଧିବେଶନରେ ପୁଣି ଦୋହରାଯିବ। ଏହା ସହ ବ୍ୟାପମ ଦୁର୍ନୀତି ଓ ପୋସ୍କୋ ପ୍ରସଙ୍ଗରେ କେନ୍ଦ୍ରଠାରୁ ଜବାବ ମଗାଯିବ ।

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡି

ଆମେ ଏହି ଜମି ବିଲକୁ ଲୋକ ସଭାରେ ସ୍ଵାଗତ କରିଥିଲୁ ଏବଂ ଏହା ମଧ୍ୟ କହିଥିଲୁ ଯେ ଆମେ ଖୁସି ଅଛୁ । କିନ୍ତୁ ଖୁସି ଅଛୁ କହିବାର ଅର୍ଥ ନୁହେଁ ଆମେ ଏହି ବିଲ କୁ ସମର୍ଥନ କରିବୁ , ମହତାବ ହିନ୍ଦୁସ୍ତାନ ଟାଇମସ ଖବର କାଗଜକୁ କହିଛନ୍ତି ।

ଜମି ଅଧିଗ୍ରହଣ ବିଲ ବିରୋଧରେ ଆନ୍ଦୋଳନ

ଜମି ଅଧିଗ୍ରହଣ ବିରୋଧୀ ଅଭିଯାନ ନାମରେ ଆୟୋଜିତ ଏହି ସଭାରେ ସରକାରଙ୍କ ଉଦ୍ୟମକୁ କଦାପି ସାକାର କରିବାକୁ ଦିଆଯିବ ନାହିଁ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି ।ଅଭିଯାନ ପକ୍ଷରୁ ୨୫ ଏପ୍ରିଲ ରୁ ମଇ ୧୦ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ପକ୍ଷ ପାଳନ ପାଇଁ ଡାକରା ଦିଆଯାଇଛି ।

ଦେଢବର୍ଷପରେ ପୋସ୍କୋ ପାଇଁ ପୁଣି ଜମି ଅଧିଗ୍ରହଣ ଆରମ୍ଭ

ରବିବାର ପ୍ରଥମ ଦିନରେ ବଡପଡା, ବାଲିଟିକିରି ଓ ଗୋବିନ୍ଦପୁର ସୀମାରେ ପାନ ବରଜ ଭଙ୍ଗାଯାଇଛି । ଜଗତସିଂପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ କହିଛନ୍ତି ଯେଉଁ ଲୋକମାନେ ପାନ ବରଜ ଭାଙ୍ଗି ପ୍ରାପ୍ୟ ନେବାକୁ ସମ୍ମତି ଦେଇଥିଲେ ସେମାନଙ୍କର ବରଜ ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଛି ।

ଏସିସି ସିମେଣ୍ଟର ଜମି ଅଧିଗ୍ରହଣକୁ ବିରୋଧ

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ଝିଅମାନେ ସେ ସମୟରେ ଗାଁରେ ନଥିଲେ ଅନ୍ୟ ରାଜ୍ୟରେ ବିବାହ କରିଛନ୍ତି କଂପାନୀ ସେମାନଙ୍କ ନାମରେ ମିଛ କେସ୍ କରିଛି । ଯାହାଫଳରେ ସେମାନଙ୍କୁ ହଇରାଣ ହରକତ କରାଯାଉଛି ।

This website uses cookies.