Tag Archives: ଜଳସେଚନ

ଓଡିଶା ଖବର

ଜଳସେଚନ ଲାଗି ୫ ବର୍ଷରେ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚହେବ

ଆଜି ବିଧାନସଭାରେ ବିରୋଧିଦଳ ପକ୍ଷରୁ ଆଗତ ଜଳସେଚନ ସଂପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତରରେ ମନ୍ତ୍ରୀ କହିଛନ୍ତି ଯେ,୨୦୧୨-୧୩ ଆର୍ଥିକ ବର୍ଷରୁ ଏହି କାର୍ଯକ୍ରମ ଆରମ୍ଭ କରାଯାଇ ୨୦୧୬-୧୭ ବର୍ଷରେ ଶେଷ କରାଯିବ ।

ବିସ୍ତୃତ
ଓଡିଶା ଖବର

ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାଉପରେ ଗୁରୁତ୍ୱ

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ ଏହାର ପରିଚାଳନା ଏବଂ ସେଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ନିକଟସ୍ଥ ଆଇ.ଟି.ଆଇ ଓ ଆଇ.ଟି.ସି ରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା ।

ବିସ୍ତୃତ