Tag Archives: ଜାତି ଜନଜାତି

ଓଡିଶା ଖବର

ଦୁଇ ଦିବସୀୟ ଜାତିମୁଖିଆ ମହାସମ୍ମିଳନୀ ଉଦ୍ଘାଟିତ

ଉଦ୍ଘାଟନିି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଶ୍ରୀ ମୁକୁନ୍ଦରାଓ ପଣସିକର,ସେତୁ ମାଧବନ,ମନମୋହନ ବୈଦ୍ୟ ଓ ସୁନୀଲପଦ ଗୋସ୍ୱାମୀ ଯୋଗଦେଇଥିଲେ । ଆଜି ସଂଧ୍ୟା ୬ ଘଟିକା ସମୟରେ ଉକ୍ତ ସ୍ଥାନରେ ବିଭିନ୍ନ ଜାତି ଜନଜାତିମାନଙ୍କ ଦ୍ୱାରାଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ବିସ୍ତୃତ
ଓଡିଶା ଖବର

୨୯ ଡିସେମ୍ବରରୁ ଭୁବନେଶ୍ୱରେ ଜାତି ଜନଜାତିଙ୍କ ସମ୍ମିଳନୀ

ଏହି ବିଶାଳ ସମ୍ମିଳନୀରେ ମହାମାନ୍ୟ ଦଲାଇଲାମାଙ୍କ ଗୃହମନ୍ତ୍ରୀ ଦଲମା ଗାୟରୀ,ସମାଜଶାସ୍ତ୍ରୀ ଡ.କୃଷ୍ଣ ଗୋପାଳ ଜୀ,ମୁକୁନ୍ଦରାଓ ପଣସିକର,ସେତୁ ମାଧବନ ଓ ରାଜେନ୍ଦ୍ରଜୀଙ୍କ ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ତଥା ସାଧୁସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବିସ୍ତୃତ