Tag: ଜିଲ୍ଲାପାଳ

ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ଅସିତ ତ୍ରିପାଠୀ ଗୃହ ସଚିବ

ସରକାରୀ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ ତ୍ରିପାଠୀଙ୍କୁ ଶ୍ରମ ଓ ନିଯୁକ୍ତି ତଥା ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସର ତାରାଦତ୍ତଙ୍କୁ କେବିକେ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କୁ ଗୋପବନ୍ଧୁ ଏକାଡେମୀର ମୁଖ୍ୟ ଭାବେ ଅତିରିକ୍ତ…

ପ୍ରଶାସନିକ ଅଦଳବଦଳ, ନଅ ଜଣ ଜିଲ୍ଲାପାଳଙ୍କ ବଦଳି

ଯାମିନି ଷଡଙ୍ଗୀ କନ୍ଧମାଳର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଜୟ କୁମାର ଉପାଧ୍ୟାୟ ଜଗତସିଂହପୁର ର ନୂଆଁ ଜିଲ୍ଲାପାଳ ହେବେ । ଭି ଜୟା କୁମାର, ଏନ ଥିରୁମାଲା ନାୟକ, ରସ୍ମିତା ପଣ୍ଡା, ଡି ବୃନ୍ଦା, ଓ ସାଦିକ ଆଲମଙ୍କୁ ଯଥାକ୍ରମେ କୋରାପୁଟ, କେଉଁଝର, ନବରଙ୍ଗପୁର, କଳାହାଣ୍ଡି, ଓ ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଭାବେ…

ମିଛ ମାମଲାରେ ମାନବାଧିକାର କର୍ମୀଙ୍କୁ ୭୦ ଦିନ ଜେଲ୍ !

ଭଜମନ ଓ ଗାଁର ଅନ୍ୟ ୭ ଜଣ ଲୋକ ପଣ୍ଡୁଆକୁ ଆସିଥିଲେ । ସେଠାରେ ତାଙ୍କୁ ପୁଲିସ ୨ ଲକ୍ଷ ଟଙ୍କା ଯାଚିବା ସହ ମାମଲାରୁ ଓହରି ଯିବା ପାଇଁ କହିଥିବା ଭଜମନ ଅଭିଯୋଗ କରିଛନ୍ତି । ସେ ଏଥିରେ ରାଜି ନହେବାରୁ ପୁଲିସ ତାଙ୍କୁ ମାଡମାରିବା ସହ ମିଛ ମାମଲା ରୁଜୁ କରି ତାଙ୍କ…

ସପ୍ତାହ ଆରମ୍ଭରୁ ଜିଲ୍ଲାପାଳ ଶୁଣିବେ ଅଭିଯୋଗ

ଜିଲାସ୍ତର ବ୍ୟତୀତ ବ୍ଲକ ଓ ତହସିଲ ସ୍ତରରେ ଅଭିଯୋଗର ଣୁଣାଣିକୁ ପ୍ରାଥମିକତା ଦେବା ନେଇ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରଶାସନିକ ସ୍ତରରେ ଅଦଳବଦଳ,୧୫ ଜିଲ୍ଲାପାଳଙ୍କ ବଦଳି

ରାୟଗଡ଼ା ଜିଲ୍ଲାପାଳ ନିତିନ ଭାନୁାସ ଜାୱଲେଙ୍କୁ ଅବକାରୀ କମିଶନର ଭାବେ ବଦଳି କରାଯାଇଛି ।

ତଦନ୍ତ ଦାବିରେ ଭଦ୍ରକ ଓକିଲ ସଂଘର କାର୍ଯ୍ୟବନ୍ଦ

IKòfu aòeê¡ùe [ôaû cò[ýû cûcfû _âZýûjûe _ûAñ ùicûù^ cêLýcªúu CùŸgùe @Zòeòq Ròfäû_ûkuê ûaò_Zâ _âû^ KeòQ«ò û

This website uses cookies.