Tag Archives: ଜିଲ୍ଲାପାଳ

ମୁଖ୍ୟ ଖବର

ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ

Äêf I KùfRùe _ûV_Xû Z[û _eúlû icd _eòaZð^ ij @ù_âf iê¡û icÉ _eúlû ùgh KeòaûKê Kêjû~ûAQò û

ବିସ୍ତୃତ
ମୁଖ୍ୟ ଖବର

ସଚିବ, ଜିଲ୍ଲାପାଳ ସ୍ତରରେ ବ୍ୟାପକ ଅଦଳବଦଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର,ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶୁକ୍ରବାର ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୯୭୮ ବ୍ୟାଚ୍ର ପି.ଆର୍.ଶାହାଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପତି କରାଯାଇଥିବା ବେଳେ ୧୯୮୧...

ବିସ୍ତୃତ
ମୁଖ୍ୟ ଖବର

ମାଓବାଦୀଙ୍କ ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ମାଲକାନଗିରି, ଅପ୍ରେଲ ୨୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଯୋଗୁଁ ଗୁରୁବାର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଆକ୍ରମଣର ଆଶଂକା କରି କାଳିମେଳା ଓ ମୋଟୁ ଅଞ୍ଚଳରେ ଘରୋଇ ଏବଂ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ଜଣେ...

ବିସ୍ତୃତ
ମୁଖ୍ୟ ଖବର

ମାଓବାଦୀଙ୍କ ସହ ଆଲୋଚନା ପାଇଁ ଓଡ଼ିଶାରେ ଦୁଇ ମଧ୍ୟସ୍ଥି

ଅପହୃତ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହ ଆଲୋଚନା କରିବା ନିମନ୍ତେ ମାନବାଧିକାର କର୍ମୀ ପ୍ରଫେସର ଜି.ହରଗୋପାଳ ଓ ପ୍ରଫେସର ଆର୍.ସୋମେଶ୍ୱର ରାଓ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ବିସ୍ତୃତ