Tag Archives: ଜୟଦେବ ଭବନ

ଓଡିଶା ଖବର

ଏଭର ଗ୍ରୀନ୍ ଫୋରମ ପକ୍ଷରୁ ଯୁବ ମହୋତ୍ସବ ଆୟୋଜିତ

ଏହି ଯୁବ ମହୋତ୍ସବକୁ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ଓଡ଼ିଶା ପ୍ରତିଭାଙ୍କୁ ଲିଭିଂ ଲିଜେଣ୍ଡ୍ ଆୱାର୍ଡ ପ୍ରଦାନ

ରଶ୍ମି ରଞ୍ଜନ ପରିଡ଼ା, ଓଡ଼ିଶା ଡାଏରୀର ଏଡିଟର ଇନ୍ ଚିଫ୍ କହିଛନ୍ତି ଯେ ଓଡ଼ିଶା ଡାଏରୀ ବହୁ ବାଧାବିଘ୍ନ ଅତିକ୍ରମ କରି, ଦୀର୍ଘ ଯାତ୍ରା କରି, ଆଜି ଏହି ସ୍ଥାନରେ ପହଂଚିଛି ।

ବିସ୍ତୃତ
ଓଡିଶା ଖବରସାହିତ୍ୟ

ଡ.ହୃଷିକେଶ ପଣ୍ଡା ପାଇଲେ ଶାରଳା ପୁରସ୍କାର

ସେହିପରି ମର୍ଦ୍ଧଳ ବାଦକ ବନମାଳି ମହାରଣା,ସମାଜସେବୀ ପଦ୍ମରରଣ ନାୟକଙ୍କୁ ଉପାୟନ,ତାମ୍ରଫଳକ ଓ ୫୧ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ବିସ୍ତୃତ
ଓଡିଶା ଖବର

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବରଗଡର ଶୁଭମ ପ୍ରଥମ

ଶୁଭମ ଏହା ପୂର୍ବରୁ ରାଜ୍ୟପାଳ ପୁରସ୍କାର , ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାର ସହ ଅନେକ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନେକ ସଫଳତା ପାଇ ସାରିଛନ୍ତି ।

ବିସ୍ତୃତ
ଓଡିଶା ଖବର

ପ୍ରଫେସର ପ୍ରଦୀପ୍ତ କିଶୋର ଦାଶଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ଓଡିଶା ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ବାସୁଦେବ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ , ବିଭାଗୀୟ ସଚିବ ଶ୍ରୀ ଦେବେନ୍ଦ୍ର ନାଥ ଗୁପ୍ତା ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ବିସ୍ତୃତ