ଓଡିଶା ନ୍ୟୁଜ/ Odisha News

Tag Archives: ଝାଡଖଣ୍ଡ

ପ୍ରବାସୀ ଓଡିଆରାଜନୀତି

ଝାଡଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ

ରାଜ ଭବନସ୍ଥିତ ବିରସା ମଣ୍ଡପ ଠାରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିରେନ୍ଦ୍ର ସିଂହ ସ୍ଵତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଉତ୍ସବରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ଉଭୟ ଝାଡଖଣ୍ଡ ଓ ଓଡିଶାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ବିସ୍ତୃତ
ରାଜନୀତିସାକ୍ଷାତକାର

ରାଜନୀତିର ଊର୍ଦ୍ଧ୍ଵରେ ରହି ଦାୟିତ୍ଵ ତୁଲାଇବି: ଦ୍ରୌପଦୀ ମୁର୍ମୁ (ସାକ୍ଷାତକାର)

ପାର୍ଟିର ବହୁ ପଦପଦବୀରେ ମୁ ଅତୀତରେ କାର୍ଯ୍ୟ କରିଛି କିନ୍ତୁ ବର୍ତ୍ତମାନ ଯେଉଁ ପଦବୀ ମୋତେ ମିଳିଛି ତାହା ହେଉଛି ଏକ ସାମ୍ବିଧାନିକ ପଦବୀ ।ଏହାର ଗୌରବ ଓ ମର୍ଯ୍ୟାଦା ଅକ୍ଷୁର୍ଣ ରଖିବା ହେଉଛି ଏକ ଗୁରୁ ଦାୟିତ୍ଵ ।ତେଣୁ ରାଜନୀତିରୁ ଉର୍ଦ୍ଧରେ ରହି ମତେ କାମ କରିବାକୁ ପଡିବ ଏବଂ ସମ୍ବିଧାନର ନିୟମ ମାନିବାକୁ ପଡିବ, ସେ କହିଛନ୍ତି ।

ବିସ୍ତୃତ