ଓଡିଶା ନ୍ୟୁଜ/ Odisha News

Tag Archives: ଠକେଇ

ରାଜନୀତି

ଚିଟଫଣ୍ଡ ଠକେଇରେ ଭିଷ୍ଟା କମ୍ପାନୀର ନିର୍ଦ୍ଦେଶକ ଗିରଫ

କିଛି ନିବେଶକ ଗତ ବର୍ଷ ପଶ୍ଚିମ ଓଡିଶାରେ ପୁଲିସ ପାଖରେ ତାଙ୍କ ସଂସ୍ଥା ବିରୁଦ୍ଧରେ କିଛି ମାମଲା ରୁଜୁ କରିଥିଲେ । ଏହା ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଭାର ହାତକୁ ନେଇଥିଲା । ଭିଷ୍ଟାର କାର୍ଯ୍ୟକ୍ରମ ଓ ପୋଷ୍ଟର ବ୍ୟାନରରେ ଶାସକ ଦଳର କେତେକ ନେତାଙ୍କ ଫଟୋଚିତ୍ର ଥିବାରୁ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ନିକଟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଥିଲେ ।

ବିସ୍ତୃତ