Tag Archives: ଡେପୁଟି କମିଶନର ସତ୍ୟବ୍ରତ ଭୋଇ

ଅପରାଧ

ଖୋର୍ଦ୍ଧା ନିକଟରେ ବେଆଇନ ବନ୍ଧୁକ କାରଖାନା ଠାବ , ଚାରି ଗିରଫ

କୁଇକ ଏକସନ ଟିମ ଓ ତମାଣ୍ଡୋ ପୁଲିସ ଦୁଇଜଣ ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସମୟରେ ଧରିଥିଲେ ଓ ତାଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ପିସ୍ତଲ ଜବତ ହୋଇଥିଲା ।ସେମାନେ ଜେରା ସମୟରେ ଖୋର୍ଦ୍ଧାର ଏକ ଗ୍ରାମର ନାମ ପ୍ରକାଶ କରିବା ସହ କିଛି ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଦାନ କରିଥିଲା ।

ବିସ୍ତୃତ