Tag Archives: ତାପମାତ୍ରା

ପରିବେଶ

ପ୍ରବଳ ଗରମ, ଗୁଳୁଗୁଳି, ଭୁବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ

କେତେକ ସ୍ଥାନରେ ଏପରି ଗରମ ସହ ଗୁଳୁଗୁଳି ଆହୁରି ଦିନେ ଦୁଇଦିନ ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉତ୍ତର-ପଶ୍ଚିମ ଜିଲ୍ଲାରୁ ଗତ ଦୁଇ ତିନି ଦିନ ହେବ ଗରମ ପବନ ବହିବା ଯୋଗୁଁ ରାଜ୍ୟରେ ତାପମାତ୍ରା ବଢିଛି ବୋଲି ସେ କହିଛନ୍ତି।

ବିସ୍ତୃତ
ପରିବେଶ

ଟିଟିଲାଗଡ ସମେତ ପାଞ୍ଚୋଟି ସହରରେ ପାରଦ ୪୦ ଡିଗ୍ରୀରୁ ଉପରେ

ଟିଟିଲାଗଡ, ଭବାନୀପାଟଣା, ଝାରସୁଗୁଡା, ଓ ବଲାଙ୍ଗିରରେ ସର୍ବୋଚ୍ଛ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ଅନୁଗୁଳରେ ଏହା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବିଭାଗ କହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ଵର ଓ କଟକରେ ସର୍ବୋଛ ତାପମାତ୍ରା ଯଥାକ୍ରମେ ୩୮.୬ ଓ ୩୭ ଡିଗ୍ରୀ ରହିଥିଲା ।

ବିସ୍ତୃତ
ପର୍ଯଟନସ୍ୱାସ୍ଥ୍ୟ

ଗ୍ରୀଷ୍ମ ପ୍ରବାହ ଜାରି, ତାଳଚେରରେ ସର୍ବାଧିକ ୪୩.୨ ଡିଗ୍ରୀ

ଅନ୍ୟ ଯେଉଁ ସହରରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେଗୁଡିକ ହେଲା ଭବାନୀପାଟଣା -୪୨.୨ ଡିଗ୍ରୀ, ଟିଟିଲାଗଡ-୪୨ ଡିଗ୍ରୀ, ବଲାଙ୍ଗିର ୪୧.୧ ଡିଗ୍ରୀ, ସମ୍ବଲପୁର ୪୧ ଡିଗ୍ରୀ, ଓ ମାଲକାନଗିରି ୪୦.୪ ଡିଗ୍ରୀ, ଓ ଅନଗୁଳ ୪୧.୭ ଡିଗ୍ରୀ ।

ବିସ୍ତୃତ
ସ୍ୱାସ୍ଥ୍ୟ

୧୧ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ

ଭୀଷଣ ଖରା ସାଙ୍ଗ କୁ ଶୁକ୍ରବାର ସାରା ର।ଜ୍ୟ ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପାଣିପାଗ ବିଭାଗ ସୁଚନା ଅନୁସାରେ ଶନିବାର ଭୁବନେଶ୍ୱରରେ ଅପରାହ୍ଣରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ ।

ବିସ୍ତୃତ
ଓଡିଶା ଖବର

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ସେଲସିୟସ

ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବା ସହିତ ଉତରା ପବନ ପ୍ରବାହ ଯୋଗୁଁ ଅଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ।

ବିସ୍ତୃତ