Tag Archives: ତିରୋଧାନ

ରାଜନୀତି

ଜାନକୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

"ଓଡିଶାର ବିକାଶ ଦିଗରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭୂମିକା ଅବିସ୍ମରଣୀୟ । ସେ ଜଣେ ଲୋକପ୍ରିୟ ନେତା ଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ନିଜ ଶୋକ ବାର୍ତ୍ତାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାର୍ତ୍ତାରେ କହିଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।

ବିସ୍ତୃତ