Tag Archives: ଦଶମ ଶ୍ରେଣୀ

ଶିକ୍ଷା

ମାଟ୍ରିକ ପରୀକ୍ଷା ଫଳ, ପାସ ହାର ୮୨.୫୬ ପ୍ରତିଶତ

ବୁଧବାର ରାଜ୍ୟ ମାଧ୍ୟମିକ ଶିକ୍ଷାପରିଷଦ ମେଟ୍ରିକ ବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଘୋଷଣା କରିଛି ।

ବିସ୍ତୃତ
ଶିକ୍ଷା

ଏସ ଏମ ଏସ, ଇମେଲରେ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ

ଏସ ଏମ ଏସ ରେ ପରୀକ୍ଷା ଫଳ ପାଇବା ପାଇଁ ଛାତ୍ର ଓ ଛାତ୍ରୀ ମାନଙ୍କୁ RESULT space OR10 space ROLL NUMBER ଲେଖି 56263 କୁ ପଠାଇବାକୁ ପଡିବ ।ସେହି ପରି ଛାତ୍ର ଛାତ୍ରୀ www.examresults.net ୱେବସାଇଟ କୁ ଯାଇ ନିଜକୁ ପଞ୍ଜୀକୃତ କରି ପରୀକ୍ଷା ଫଳ ଇମେଲରେ ପାଇ ପାରିବେ ।

ବିସ୍ତୃତ