ଓଡିଶା ନ୍ୟୁଜ/ Odisha News

Tag Archives: ଦାରୁ

ଧର୍ମ

ଦାରୁ ଛେଦନପରେ ଖରିଆପଡା ଗାଁ ବାସୀ ଅସହାୟ

ଅରକ୍ଷିତ କହିଥିଲେ ଯେ ଦାରୁ ଥିବା ସ୍ଥାନଟି ହେଉଛି ତାଙ୍କ ବାପାଙ୍କର । ତାଙ୍କ ବାପା ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମଲିକ ଏହାକୁ ଗାଁ ଲୋକଙ୍କ ପୂଜା ନିମନ୍ତେ ଦାନ କରିଦେଇଥିଲେ। ଅରକ୍ଷିତ କହିଛନ୍ତି ପ୍ରଶାସନ ତାଙ୍କ ପୁଅକୁ ହୋମଗାର୍ଡ ଚାକିରି ଦେବାସହ ତାଙ୍କୁ ଇନ୍ଦିରା ଆୱାସ ଯୋଜନାର ଅନ୍ତର୍ଭୁକ୍ତ କରୁ ।

ବିସ୍ତୃତ
ଧର୍ମ

ଶ୍ରଦ୍ଧାଳୁଙ୍କ ହରିବୋଲ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ ସଂପନ୍ନ

ଚାରିଘଣ୍ଟାରେ ରାତି ପ୍ରାୟ ଆଠଟା ପନ୍ଦର ସମୟରେ ମହାଦାରୁ ଭୂମିସ୍ପର୍ଶ କରିଥିଲା । ଦାରୁ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଖରିପଡିଆରେ ଏକତ୍ରିତ ହୋଇ ଥିଲେ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା ।

ବିସ୍ତୃତ
ଧର୍ମ

ଦାରୁ ବୃକ୍ଷଥିବା ଗାଁରେ ପୁଲିସ କଟକଣା ଯୋଗୁଁ ବାସିନ୍ଦାଙ୍କ ଦହଗଞ୍ଜ

ଦାରୁ ବୃକ୍ଷ ଚିହ୍ନଟ ହେବା ପରେ ଗାଁରେ ଥିବା ଏକମାତ୍ର ନଳକୂପକୁ ସ୍ଥାନୀୟ ପ୍ରଶାସନ ହଟାଇ ଦେଇଛି । ଦାରୁ ଚାରିକଡେ ବ୍ୟାରୀକେଡ ନିର୍ମାଣ କରାଯାଇଛି ଓ ପୁଲିସ ସ୍ଥାନୀୟ ବାସିନ୍ଦାଙ୍କୁ ପାଖ ଗାଁରୁ ବ୍ୟାରିକେଡ଼ ଅତିକ୍ରମ କରି ପାଣି ଆଣିବା ପାଇଁ ଅନୁମତି ଦେଉନାହିଁ ।

ବିସ୍ତୃତ
ଧର୍ମ

ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ଚିହ୍ନଟ

ବନଯାଗ ଯାତ୍ରୀଙ୍କ ଦଳପତି ହଳଧର ଦାସ ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ଦାରୁକୁ ମଙ୍ଗଳବାର ବିଳମ୍ବିତ ରାତିରେ ରଘୁନାଥପୁର ବ୍ଲକର ଖରିପଡିଆ ଗାଁରେ ଚିହ୍ନଟ କରି ଜଣାଇବାପରେ ସେଠାରେ ବ୍ୟାପକ ଜନ ସମାଗମ ଆଶଙ୍କା କରି ପୁଲିସ ମୁତୟନ କରାଯାଇଥିବା ସେ କହିଛନ୍ତି ।

ବିସ୍ତୃତ