Tag Archives: ଧାର୍ମିକ ଅସହିଷ୍ଣୁତା

ସାହିତ୍ୟ

ପୁରସ୍କାର ଫେରାଇବା ବିପକ୍ଷରେ ଓଡିଶା ଲେଖକ

ଆମ ରାଜ୍ୟରୁ କୌଣସି ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଲେଖକ ଏଭଳି ପଦକ୍ଷେପ ନେଇ ନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓଡିଶାର ଲେଖକମାନଙ୍କ ମତାମତ ଅନୁଶୀଳନ କଲେ ଲାଗେ ଯେ ଅଧିକାଂଶରେ ଆମ ଲେଖକମାନେ ଏଭଳି ପଦକ୍ଷେପରେ ବିଶ୍ଵାସ ରଖନ୍ତି ନାହିଁ ।

ବିସ୍ତୃତ