Tag Archives: ଧାର୍ମିକ ସମ୍ପ୍ରଦାୟ

ତୃତୀୟ ନୟନ

ଅସହିଷ୍ଣୁତାର ସୀମା- ପ୍ରଶାନ୍ତ ପଟ୍ଟନାୟକ (ତୃତୀୟ ନୟନ)

ପୁରସ୍କାର ଗ୍ରହଣ କରିବା ବା ପ୍ରତ୍ୟାଖ୍ୟାନ କରିବା କିମ୍ବା ଫେରାଇ ଦେବା ସମ୍ପୃକ୍ତ ବ୍ୟକ୍ତି ବା ସାହିତ୍ୟିକଙ୍କ ବ୍ୟକ୍ତିଗତ ଅଧିକାର । ଏଥିରେ ହସ୍ତକ୍ଷେପ କରିବାର କୌଣସି କ୍ଷମତା ବା ଅଧିକାର ଅନ୍ୟମାନଙ୍କର ନାହିଁ । ତେଣୁ ସେମାନେ ପୁରସ୍କାର ଫେରାଉଥିବା ଲେଖକମାନଙ୍କୁ ସମର୍ଥନ ନ କଲେ ମଧ୍ୟ ସେମାନଙ୍କ ପ୍ରତି କଟୁ ମନ୍ତବ୍ୟ କରିବା ଆଦୌ ସମୀଚୀନ ନୁହେଁ ।

ବିସ୍ତୃତ