ନବରତ୍ନ ପଲାଉ
ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର ଓ ସାହାଜିରା ପକାନ୍ତୁ । ଡାଲଚିନି, ଗୁଜୁରାତି ଓ ଅଳେଇଚ ଛେଚି ପକାନ୍ତୁ । ବର୍ତ୍ତମାନ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଆସିଲେ ଅଦା, ରସୁଣ ଓ କଞ୍ଚାଲଙ୍କା ଛେଚି ପକାନ୍ତୁ ।
ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର ଓ ସାହାଜିରା ପକାନ୍ତୁ । ଡାଲଚିନି, ଗୁଜୁରାତି ଓ ଅଳେଇଚ ଛେଚି ପକାନ୍ତୁ । ବର୍ତ୍ତମାନ କଟା ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଆସିଲେ ଅଦା, ରସୁଣ ଓ କଞ୍ଚାଲଙ୍କା ଛେଚି ପକାନ୍ତୁ ।
ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ ଆବଶ୍ୟକ ସାମଗ୍ରୀ: ବାସୁମତୀ ଅରୁଆ ଚାଉଳ, ଆଳୁ:୨୦ ଗ୍ରାମ୍, ଫୁଲକୋବି-୨୫ ଗ୍ରାମ୍, ଗାଜର:୨୦ ଗ୍ରାମ୍, ବିନ୍-୨୦ ଗ୍ରାମ୍, ମଟର ଦାନା-୨୦ ଗ୍ରାମ୍, ପନିର-୨୦ ଗ୍ରାମ୍, ପିଆଜ-୨ଟା(ବଡ) , ଅଦା-୧ଇଞ୍ଚ(ଏକ ଖଣ୍ଡ), ରସୁଣ-୫/୬ କୋଲା, କଞ୍ଚାଲଙ୍କା-୨/୩ଟା, ସାହାଜିରା-୧ଚାମଚ, ଡାଲଚିନି-୨ ଖଣ୍ଡ, ଗୁଜୁରାତି-୩/୪ଟା, ଅଳେଇଚ-୨ଟା, ତେଜପତ୍ର-୨ଟା ଗୋଟା ଗୋଲମରିଚ-୧ ଚାମଚ(ଛୋଟ), ହଳଦୀଗୁଣ୍ଡ-୧/୨ଚାମଚ(ଛୋଟ), ଘିଅ-୩ ଚାମଚ(ବଡ),...
© Copyright 2017 Odisha.com