ନବୀନ ପଟ୍ଟନାୟକ

ଲୋକପ୍ରିୟ ନବୀନ ପଟ୍ଟନାୟକଙ୍କ ପ୍ରିୟଲୋକ

୧୯୯୬ ମସିହାରେ ବିଜୁବାବୁଙ୍କ ଉତ୍ତରାଧିକାରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପରଠୁଁ ଯେଉଁ ରାଜନୀତିକ ସଫଳତା ହାସଲ କରିଛନ୍ତି ତତ୍ତୁଲ୍ୟ ସଫଳତା ଅନ୍ୟ କୌଣସି ଓଡ଼ିଆ ରାଜନେତା ହାସଲ କରି ନାହାନ୍ତି ।

ରାଜନାଥଙ୍କୁ ଭେଟି ପୁରୁଣା ଦାବି ଦୋହରାଇଲେ ନବୀନ

ଦୁଇଟି ମିଲିଟାରୀ ହେଲିକପ୍ଟର ଓ ସେଣ୍ଟ୍ରାଲ ଆର୍ମଡ ଫୋର୍ସର ଆଉ ଏକ ବାଟାଲିୟନ ଫୋର୍ସ ଯୋଗାଇ ଦେବାପାଇଁ ଦାବି କରିବା ସହ ମାଓ ପ୍ରବଣ ଅଞ୍ଚଳରେ ମୋବାଇଲ ଟାୱାର ବୃଦ୍ଧି ଏବଂ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢକରିବା ପାଇଁ ପଦକ୍ଷେପ ନେବାପାଇଁ ସେ ଅନୁରୋଧ କରିଛନ୍ତି ।

ବିଜେଡି, ବିଜେପି ଗୁପ୍ତ ବୁଝାମଣା ଅଭିଯୋଗକୁ ଭେଙ୍କେୟାଙ୍କ ଖଣ୍ଡନ

ବିଜେଡି ଅତୀତରେ ମୁଖ୍ୟତଃ କଂଗ୍ରେସ ନେତୃତ୍ଵାଧୀନ ଇଉପିଏ ସରକାର ବିରୁଦ୍ଧରେ ରାଜ୍ୟକୁ ପାତରଅନ୍ତର କରୁଥିବା ଅଭିଯୋଗ ସବୁବେଳେ କରିଆସୁଥିଲା । ଯଦିଓ ବିଜେଡି ଏନଡିଏ ସରକାର ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗ କରି ଆସିଛି ତେବେ କେନ୍ଦ୍ର ବିରୁଦ୍ଧରେ ନା ବିଜେଡି ଧାରଣ ପ୍ରଦର୍ଶନ କରୁଛି ନା ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରା…

ମାସେ ମଧ୍ୟରେ ବୃହତ ଶିଳ୍ପ ସମସ୍ୟାର ସମାଧାନ କର: ମୁଖ୍ୟମନ୍ତ୍ରୀ

ଏହି ବୈଠକରେ ସେସା ଷ୍ଟେରଲାଇଟ, ଆଦିତ୍ୟ ଆଲୁମିନିଅମ ଓ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଆଦି କମ୍ପାନୀ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ପସ୍କୋ ବିଷୟ ସ୍ଥାନ ପାଇନଥିଲା ।

ସ୍ୱାସ୍ଥ୍ୟବୀମା ହିତାଧିକାରୀଙ୍କୁ ହଇରାଣ କଲେ ଫୌଜଦାରୀ ମାମଲା

ସ୍ଵାସ୍ଥ୍ୟବୀମା ଯୋଜନାର ଅଗ୍ରଗତି ସମ୍ପର୍କରେ ପ୍ରତି ଦୁଇ ମାସରେ ଥରେ ସମୀକ୍ଷା କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ଵାସ୍ଥ୍ୟବୀମା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଏକ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଜମିହରାଙ୍କୁ କମ୍ପାନୀର ଅଂଶୀଦାର କରିବା ଦାବି କଲା ବିଜେଡି

ନୂଆଦିଲ୍ଲୀର ପାର୍ଲାମେଣ୍ଟ ଭବନ ଠାରେ ଥିବା ବିଜେଡି କାର୍ଯ୍ୟ।ଳୟରେ ଗୁରୁବାର ଦଳୀୟ ଏମପି ମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଯଦି ସଂଶୋଧିତ ଜମି ଅଧିଗ୍ରହଣ ବିଲରେ ଜମିହରା ବ୍ୟକ୍ତିଙ୍କୁ କମ୍ପାନୀ ଅଂଶୀଦାର କରିବା ବ୍ୟବସ୍ଥା ନ ଥାଏ ତାହେଲେ ଏହି ବିଲକୁ ବିରୋଧ କରିବାକୁ ସେ ଏମପି ମାନଙ୍କୁ କହିଛନ୍ତି।

ଇ-ଟିଭି ନିଉଜ (ଓଡିଆ) ର ଲୋକାର୍ପଣ

ନେଟୱର୍କ ୧୮ ଗ୍ରୁପର ଅଂଶ ଭାବେ ଭାରତର ସର୍ବବୃହତ ନ୍ୟୁଜ୍ ନେଟୱର୍କ ପକ୍ଷରୁ ସମଗ୍ର ଭାରତରେ ୧୦ଟି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ ପ୍ରସାରିତ ହେଉଛି । ଏହା ପୂର୍ବରୁ ଈଟିଭି ଉର୍ଦ୍ଧୁ, ଈଟିଭି ନ୍ୟୁଜ ବାଂଲା, ଈଟିଭି ନ୍ୟୁଜ କନ୍ନଡ, ଈଟିଭି ନ୍ୟୁଜ ଗୁଜରାଟୀ, ଈଟିଭି ବିହାର ଝାଡଖଣ୍ଡ, ଈଟିଭି ମଧ୍ୟପ୍ରଦେଶ ଛତିଶଗଡ, ଈଟିଭି ରାଜସ୍ଥାନ,…

ବିଜେଡି ନିର୍ବାଚନ: ନବୀନ ପଞ୍ଚମ ଥର ପାଇଁ ସଭାପତି

କାର୍ଯ୍ୟକାରିଣୀରେ ମୋଟ୨୭ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି । ଏଥିରେ ରାଜ୍ୟ କର୍ମକର୍ତାଭାବେ ୯ ଜଣ ଉପସଭାପତି,୧୦ ଜଣ ସାଧାରଣ ସଂପାଦକ,୧୦ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ରହିଛନ୍ତି । ଉଭୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ କର୍ମକର୍ତାରେ ମହିଳା, ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ଶ୍ରେଣୀକୁ ପ୍ରଧାନ୍ୟ ଦିଆଯାଇଛି ।

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ପାରିଶ୍ରମିକ ବୃଦ୍ଧି

ଏହାଦ୍ୱାରା୯ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ

ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ମହୋତ୍ସବକୁ ଉଦ୍ଘାଟନ ମଧ୍ୟ କରିଥିଲେ ।

This website uses cookies.

Read More