Tag: ନବ କଳେବର

ନବ କଳେବର ଉପଲକ୍ଷେ ଫୋର ଲେନ୍ ରାସ୍ତାର ଉଦଘାଟନ

ପ୍ରାୟ ୭୬ଟି ଗାଁର ଜମି ଅଧିଗ୍ରହଣ କରାଯାଇ ନିର୍ମିତ କରାଯାଇଥିବା ଏହି ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାରେ ୮୧୦…

ପ୍ରାୟ ୭୬ଟି ଗାଁର ଜମି ଅଧିଗ୍ରହଣ କରାଯାଇ ନିର୍ମିତ କରାଯାଇଥିବା ଏହି ଜାତୀୟ ରାଜପଥର ଫୋର ଲେନ୍ ରାସ୍ତାରେ ୮୧୦ କୋଟି ଟଙ୍କ। ଖର୍ଚ୍ଚ ହୋଇଥିବା ବେଳେ ଭୁବନେଶ୍ୱର, ପିପିଲି. ଚନ୍ଦନପୁର ଏବଂ ପୁରୀରେ ୪ଟି ବାଇପାସ୍ ଥିବା ଏହି ରାସ୍ତାର ଦୂରତା ହେଉଛି ୬୭.୨ କିଲୋମିଟର ।

ନବକଳେବର ଉପଲକ୍ଷେ ପୁରୀରେ ୱାଇଫାଇ ସେବାର ଶୁଭାରମ୍ଭ

୩୦ମିନିଟ ପରେ ଉପଭୋକ୍ତା ୱାଇଫାଇ ସେବା ବ୍ୟବହାର କରିବା ପାଇଁ ଚାହିଁଲେ ବିଏସଏନଏଲର ପ୍ଳାନ ଅନୁସାରେ ୩୦, ୫୦, ୯୦…

୩୦ମିନିଟ ପରେ ଉପଭୋକ୍ତା ୱାଇଫାଇ ସେବା ବ୍ୟବହାର କରିବା ପାଇଁ ଚାହିଁଲେ ବିଏସଏନଏଲର ପ୍ଳାନ ଅନୁସାରେ ୩୦, ୫୦, ୯୦ ଓ ୧୫୦ ଟଙ୍କା ଦେଇ ଯଥାକ୍ରମେ ୩୦, ୬୦, ୧୨୦ମିନିଟ କିମ୍ବା ଗୋଟିଏ ଦିନ ପାଇଁ ଏହି ସେବା ପ୍ରାପ୍ତ କରିପାରିବେ । ବିଏସଏନଏଲ ର ଅଧକ୍ଷ ଓ ପ୍ରବନ୍ଧ ନିର୍ଦେଶକ ଅନୁପମ ଶ୍ରୀବାସ୍ତବ…

ରାସ୍ତା ଦବି ଯିବାରୁ ପୁରୀରେ ବିରୋଧିଦଳର ପ୍ରତିବାଦ

ରାସ୍ତାରେ କେବଳ ଆଖିଦୃଶିଆ କାମ କରାଯାଇଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ଡାକ୍ତରଖାନା ଛକ ନିକଟରେ ଟାୟାର ଜାଳି…

ରାସ୍ତାରେ କେବଳ ଆଖିଦୃଶିଆ କାମ କରାଯାଇଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ଡାକ୍ତରଖାନା ଛକ ନିକଟରେ ଟାୟାର ଜାଳି ବହୁ ସମୟ ଧରି ରାସ୍ତା ଅବରୋଧ କରିବା ଥିଲେ ଓ ପରେ ଭିଜିଲାନ୍ସ କତୃପକ୍ଷଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଏକ ଦାବିପତ୍ର ଦେଇଥିଲେ ।

ସୋସିଅଲ ମେଡିଆରେ ପ୍ରସାରିତ ବିବାଦୀୟ ‘ବ୍ରହ୍ମ’ ଛବିକୁ ନେଇ ଏତଲା

ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ ଏହି ଚିତ୍ରଗୁଡ଼ିକୁ ଅସତ୍ୟ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଥିଲେ । ଇଣ୍ଟରନେଟରୁ ପୁରୁଣା ଫଟୋ…

ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ ଏହି ଚିତ୍ରଗୁଡ଼ିକୁ ଅସତ୍ୟ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଥିଲେ । ଇଣ୍ଟରନେଟରୁ ପୁରୁଣା ଫଟୋ ଡାଉନଲୋଡ କରି କିଛି ଲୋକ ଏହି ବିଭ୍ରାନ୍ତି ସୃଷ୍ଟି କରିଥିବାରୁ ଏହାର ଯାଞ୍ଚ ପାଇଁ ଦାବି ହୋଇଥିଲା ।

ନବକଳେବର ଯାତ୍ରା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୮୦ ଡାକ୍ତରଙ୍କୁ ମାସେ କାଳ ପୁରୀରେ କାର୍ଯ୍ୟ କରିବା ପାଇଁ ମୁତୟନ କରାଯାଉଥିବାରୁ ସେମାନଙ୍କ…

ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୮୦ ଡାକ୍ତରଙ୍କୁ ମାସେ କାଳ ପୁରୀରେ କାର୍ଯ୍ୟ କରିବା ପାଇଁ ମୁତୟନ କରାଯାଉଥିବାରୁ ସେମାନଙ୍କ ଅନୁପସ୍ଥିତିରେ ଅନ୍ୟ ସ୍ଥାନରେ ଯେପରି ସ୍ୱାସ୍ଥ୍ୟ ସେବା ବ୍ୟାହତ ନା ହୁଏ ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ।

ସୌମେନ୍ଦ୍ର ପ୍ରିୟଦର୍ଶୀ ନବକଳେବର ଓଏସଡି

ଆଇଜି ଅପେରସନ ଭାବେ କାର୍ଯ୍ୟରତ ପ୍ରିୟଦର୍ଶୀ ଅତିରିକ୍ତ ଭାବେ ଏହି ଦାୟିତ୍ଵ ତୁଲାଇବେ । ପୁରୀରେ ଅବସ୍ଥାନ କରି ଆଇନ…

ଆଇଜି ଅପେରସନ ଭାବେ କାର୍ଯ୍ୟରତ ପ୍ରିୟଦର୍ଶୀ ଅତିରିକ୍ତ ଭାବେ ଏହି ଦାୟିତ୍ଵ ତୁଲାଇବେ । ପୁରୀରେ ଅବସ୍ଥାନ କରି ଆଇନ ଶୃଙ୍ଖଳା ସହ ନବ କଳେବର ରୀତିନୀତି ଓ ସମନ୍ଵୟ କାର୍ଯ୍ୟର ସେ ତଦାରଖ କରିବେ ।

This website uses cookies.