Tag: ନବ କଳେବର

ବନ୍ଦ ବେଳେ ଭଙ୍ଗାରୁଜା, ୯୫୦ କଂଗ୍ରେସ କର୍ମୀ, ନେତା ଗିରଫ

ସକାଳୁ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନରେ ବିକ୍ଷୋଭ ଆରମ୍ଭ କରି ରେଳରୋକ କରିଥିଲେ, ଯାହାଫଳରେ ବହୁ…

ସକାଳୁ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନରେ ବିକ୍ଷୋଭ ଆରମ୍ଭ କରି ରେଳରୋକ କରିଥିଲେ, ଯାହାଫଳରେ ବହୁ ଟ୍ରେନ୍ ଷ୍ଟେସନ ମାନଙ୍କରେ ହିଁ ଅଟକି ରହିଛି ଓ ଷ୍ଟେସନକୁ ଆସିଥିବା ଲୋକେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ନ ପାରି ହଇରାଣ ହୋଇଥିଲେ ।

ତୃତୀୟ ନୟନ: ମୋ ଦୃଷ୍ଟିରେ ବ୍ରହ୍ମ ବିଭ୍ରାଟ, ଦଇତାପତି ଓ ସରକାର

ବ୍ରହ୍ମ ପରିବର୍ତ୍ତନରେ ଘଟିଯାଇଥିବା ମହାବିଭ୍ରାଟ ପାଇଁ ଶ୍ରୀ ପଟ୍ଟନାୟକ ରହସ୍ୟମୟ ନୀରବତା ଅବଲମ୍ବନ କରିବା ପରିବର୍ତ୍ତେ ଏଥିପାଇଁ ଦାୟୀ ଥିବା…

ବ୍ରହ୍ମ ପରିବର୍ତ୍ତନରେ ଘଟିଯାଇଥିବା ମହାବିଭ୍ରାଟ ପାଇଁ ଶ୍ରୀ ପଟ୍ଟନାୟକ ରହସ୍ୟମୟ ନୀରବତା ଅବଲମ୍ବନ କରିବା ପରିବର୍ତ୍ତେ ଏଥିପାଇଁ ଦାୟୀ ଥିବା ପ୍ରତ୍ୟେକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଲେ ସେ ରାଜ୍ୟବାସୀଙ୍କ ଶ୍ରଦ୍ଧା, ସମ୍ମାନ ଓ ଆସ୍ଥାଭାଜନ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’କୁ ନେଇ ଦୁଇ ଦଇତାପତିଙ୍କ ନିଲମ୍ବନ

ନିଲମ୍ବିତ ହେବ ପରେ ଜୟକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ ମନ୍ଦିର ପ୍ରଶାସନ ତାଙ୍କ ନିଲମ୍ବନ ଖବର ସେ ଗଣମାଧ୍ୟମରୁ ଜାଣିବାକୁ…

ନିଲମ୍ବିତ ହେବ ପରେ ଜୟକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ ମନ୍ଦିର ପ୍ରଶାସନ ତାଙ୍କ ନିଲମ୍ବନ ଖବର ସେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ । ତେବେ ସେ ଏପରି କୌଣସି କାର୍ଯ୍ୟ କରି ନାହାନ୍ତି ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯିବ । ସେ ଜଗନ୍ନାଥଙ୍କର ଜଣେ ଶୃଙ୍ଖଳିତ ସେବକ ।

ବ୍ରହ୍ମ ହୁଅ ପରକାଶ (ବିଶେଷ)

ଗତ ୧୫ ଓ ୧୬ ତାରିଖ ରାତିରେ ଘଟିଥିବା ବିଭ୍ରାଟ ଅପେକ୍ଷା ଆହୁରି ବଡ଼ ବଡ଼ ବିଭ୍ରାଟକୁ ଶ୍ରୀମନ୍ଦିର ସମ୍ଭାଳି…

ଗତ ୧୫ ଓ ୧୬ ତାରିଖ ରାତିରେ ଘଟିଥିବା ବିଭ୍ରାଟ ଅପେକ୍ଷା ଆହୁରି ବଡ଼ ବଡ଼ ବିଭ୍ରାଟକୁ ଶ୍ରୀମନ୍ଦିର ସମ୍ଭାଳି ଆସିଛି । କଳାପାହାଡ଼ର ଆକ୍ରମଣ ପରେ ଯେତେବେଳେ ମହାଦାରୁମାନଙ୍କୁ ଗଙ୍ଗାକୂଳରେ ପୋଡ଼ି ଦିଆଗଲା, ତାଙ୍କରି ଚିତାଭସ୍ମରୁ ବ୍ରହ୍ମପଦାର୍ଥକୁ ଉଦ୍ଧାର କରି ବିଶର ମହାନ୍ତି ନିଜ ମୃଦଙ୍ଗ ଭିତରେ ନେଇ ଆସିଲେ ଓ କୁଜଙ୍ଗରେ ମହାପ୍ରଭୁଙ୍କୁ…

ଘଟ ପରିବର୍ତ୍ତନ ବିଭ୍ରାଟ ପରେ ଛୁଟି ବାତିଲ, ଚାରିମନ୍ତ୍ରୀଙ୍କୁ ଦାୟିତ୍ଵ

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଶକ୍ତିମନ୍ତ୍ରୀ ପ୍ରଣବ…

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ପ୍ରାୟ ଅଧଘଣ୍ଟାର ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ଦାୟିତ୍ଵ ଦେଇ ରଥଯାତ୍ରାରେ ଯେପରି ବିଶୃଙ୍ଖଳା ନହେବ ସେଥିପାଇଁ ଧ୍ୟାନ…

ନବକଳେବର ବିଭ୍ରାଟ ପ୍ରତିବାଦରେ ଆନ୍ଦୋଳନ

ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ନବକଳେବରରେ 'ମହାବିଭ୍ରାଟ' ପାଇଁ ଓଡିଶା ବାସୀଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହୋଇଛି ।…

ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ନବକଳେବରରେ 'ମହାବିଭ୍ରାଟ' ପାଇଁ ଓଡିଶା ବାସୀଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହୋଇଛି । ରାଜ୍ୟସରକାର ଏଥି ପାଇଁ ଦାୟୀ । ତେଣୁ ଏହା ବିରୋଧରେ ବିଜେପି ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

This website uses cookies.