Tag Archives: ନାଲକୋ

ଅର୍ଥ-ବ୍ୟବସାୟ

ନାଲକୋ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବ ପୁନର୍ବିଚାର ପାଇଁ ବିଜେଡିର ଦାବି

ବିଜେଡି ସାଂସଦଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରିବ ପରେ ତୋମାର କହିଛନ୍ତି ସେ ଏ ସଂକ୍ରାନ୍ତରେ ଚୁଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଚାର ଆଲୋଚନା କରିବେ । ଭୁବନେଶ୍ଵର ରେ ମୁଖ୍ୟ କାର୍ଯ୍ୟ।ଲୟ ଥିବା ନାଲକୋ ହେଉଛି ଦେଶର ତୃତୀୟ ସର୍ବ ବୃହତ ଆଲୁମିନିୟମ ଉତ୍ପାଦନକାରୀ ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ଏନ୍ ଆର୍ ମହାନ୍ତିଙ୍କ ନାଲକୋ ସି.ଏମ୍.ଡି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ଅଂଶୁମାନ ଦାସ ଗୁରୁବାର ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପରେ ଶ୍ରୀ ମହାନ୍ତି ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବିସ୍ତୃତ
ଅର୍ଥ-ବ୍ୟବସାୟବିଶେଷ ଖବର

ତଥ୍ୟ ନ ଦେବାରୁ ନାଲକୋକୁ ସୂଚନା କମିଶନଙ୍କ ଭର୍ତ୍ସନା

ମାମଲାର ବିଚାର କରି ସୂଚନା ଅଧିକାର ଆଇନର ଧାରା ୭ (୯) ଏହି କ୍ଷେତ୍ରରେ ଲାଗୁ ହେଉନାହିଁ ଦର୍ଶାଇ କମିଶନ ନାଲକୋର ସମ୍ପୃକ୍ତ କତ୍ତୃପକ୍ଷଙ୍କୁ ଦୁଇ ସପ୍ତାହ ମଧ୍ୟରେ ମଗା ଯାଇଥିବା ତଥ୍ୟ ଶ୍ରୀ ଅଖଣ୍ଡଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ପ୍ରଦାନ

୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲକୋ,୧୯୯୨ ମସିହା ପରଠାରୁ ପ୍ରତି ଆର୍ଥିକ ବର୍ଷରେ ଡିଭିଡେଣ୍ଡ୍ ପ୍ରଦାନ କରିଆସୁଛି ।୨୦୧୩-୧୪ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୩୮୬.୫୯ କୋଟି ଟଙ୍କାର ଡ଼ିଭିଡ଼େଣ୍ଡ ଘୋଷଣା କରିଥିଲା ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ନାଲକୋ କ୍ୱାଲିଟୀ ସର୍କଲରେ ଏନ୍‍ଟିପିସିକୁ ଟ୍ରଫୀ, ସ୍ଵର୍ଣ୍ଣ ପ୍ଲାକ୍‍

ଓସିଏଲ୍‍ ଇଣ୍ଡିଆର ‘ସଙ୍କଳ୍ପ’ କ୍ୱାଲିଟୀ ସର୍କଲ ରନର୍‍ ଅପ୍‍ ପୁରସ୍କାର ଓ ରୌପ୍ୟ ପ୍ଲାକ୍‍ ଲାଭ କରିଥିଲା । ଟିପିଏମ୍‍ ସର୍କଲ୍‍ଗୁଡିକ ମଧ୍ୟରେ ଟାଟା ଷ୍ଟିଲ୍‍, ଯୋଡ଼ାର ‘ଏମ୍‍-ଅନ୍‍ବ୍ରାକୋ’ ବିଜେତା ଆଖ୍ୟା ଲାଭ କରିଥିବା ବେଳେ ବାଳଗୋପାଳପୁରସ୍ଥିତ ବାଲେଶ୍ୱର ଆଲଏଜ୍‍ର ‘ୟୁରେକା’ ରନର୍‍ ଅପ୍‍ ହୋଇ ରୌପ୍ୟ ପ୍ଲାକ୍‍ ଲାଭ କରିଥିଲା ।

ବିସ୍ତୃତ
ଅର୍ଥ-ବ୍ୟବସାୟରାଜନୀତି

ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମକୁ ବିଜେଡ଼ି, କଂଗ୍ରେସର ବିରୋଧ

ଭୁବନେଶ୍ଵରରେ ମୁଖ୍ୟ କାର୍ଯାଳୟ ଓ ରାଜ୍ୟର ଅନଗୁଳ ଓ କୋରାପୁଟରେ କାରଖାନା ଓ ବକ୍ସାଇଟ ଖଣି ଥିବା ନାଲକୋରେ କେନ୍ଦ୍ର ସରକାରଙ୍କ ୮୭.୧୫ ପ୍ରତିଶତ ଅଂଶଧନ ରହିଛି ।ସରକାରୀ ଅଂଶଧନର ପାଞ୍ଚରୁ ପନ୍ଦର ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହାର କରିବାପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ସମ୍ପର୍କିତ ଖବର କେତେକ ସଂବାଦପତ୍ର ପ୍ରକାଶ କରିଛନ୍ତି ।

ବିସ୍ତୃତ