Tag Archives: ନାଲକୋ

ଅର୍ଥ-ବ୍ୟବସାୟଓଡିଶା ଖବର

ନାଲକୋର ଦ୍ୱିତୀୟ ତ୍ରୈମାସିକ ଫଳାଫଳ: ଲାଭରେ ଗୁରୁତର ହ୍ରାସ

ଗତ ବର୍ଷା ଋତୁରେ କୋଇଲା ଯୋଗାଣରେ ବ୍ୟାଘାତ ତଥା ଖରାପ ମାନର କୋଇଲା ହେତୁ କଂପାନୀର ଲାଭରେ ଗୁରୁତର ହ୍ରାସ ଘଟିଛି ।

ବିସ୍ତୃତ
ଓଡିଶା ଖବର

ନାଲକୋ ସହାୟତାରେ କିସ ବିଦ୍ୟାଳୟରେ ଆଦିବାସୀ ଶିଶୁଙ୍କ ଶିକ୍ଷା ଲାଭ

ନାଲକୋର ଖଣି ଓ ରିଫାଇନେରୀ ଅବସ୍ଥିତ ଥିବା ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ନାଲକୋ ଫାଉଣ୍ଡେସନ ପ୍ରାୟ ୫୦୦ ଶିଶୁଙ୍କୁ ଚିହ୍ନଟ କରିଛି ।

ବିସ୍ତୃତ
ଓଡିଶା ଖବର

ମୁଖ୍ୟମନ୍ତ୍ରୀଙ୍କ ସହିତ ନାଲକୋ ସମନ୍ୱୟ ସମିତି ପ୍ରତିନିଧିଙ୍କ ଆଲୋଚନା

ଆଲୋଚନା ସମୟରେ ସେମାନେ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ନୀତିର ଦୃଢ ସମାଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ନାଲକୋ ନୀତିର ମୁଖ୍ୟମନ୍ତ୍ରୀ ବିରୋଧ କରିଥିବାରୁ ସେମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବିସ୍ତୃତ
ଅର୍ଥ-ବ୍ୟବସାୟଓଡିଶା ଖବର

ନାଲକୋ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

ନାଲକୋ ପକ୍ଷରୁ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ଆମ୍ବୁଲାନ୍ସର ଚାବି, ପ୍ରିନ୍ସିପାଲ ଏଜି ଶ୍ରୀମତୀ ଗାର୍ଗୀ କୌଲଙ୍କୁ ହସ୍ତାନ୍ତର କରିଥିଲେ ।

ବିସ୍ତୃତ