ଓଡିଶା ନ୍ୟୁଜ/ Odisha News

Tag Archives: ନିଯୁକ୍ତି ସୃଷ୍ଟି

ସାକ୍ଷାତକାର

ନିଯୁକ୍ତି ସୃଷ୍ଟି ହେଉଛି ଓଡ଼ିଶାର ପ୍ରଧାନ ଆବଶ୍ୟକତା: ସାକ୍ଷାତକାର

ଦୁର୍ନିତିକୁ ଆମେ ସବୁନିମନ୍ତେ ନିୟନ୍ତ୍ରଣ କରିବା ଦରକାର । ତାହା ମଧ୍ୟ ଉପଯୁକ୍ତ ଶିକ୍ଷା ଓ ସୁଦୃଢ ଅର୍ଥନୀତି ଦ୍ୱାରା ହାସଲ କରିପାରିବ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ ଓ ଶକ୍ତିଶାଳୀ କରାଯିବା ଆବଶ୍ୟକ ।ଲୋକମାନେ ସେମାନଙ୍କ ଅଧିକାର ଓ ଦାୟିତ୍ୱଗୁଡ଼ିକ ବୁଝିବା ଦରକାର ଏବଂ ଉପଯୁକ୍ତଭାବେ ସେଗୁଡ଼ିକ କାର୍ଯ୍ୟକାରୀ କରିବା ଆବଶ୍ୟକ । ଏ ସମସ୍ତ ବିଷୟ ଶିକ୍ଷା ଓ ଅର୍ଥନୀତି ଭଳି ଦୁଇଟି ବିଷୟ ଉପରେ ନିର୍ଭରଶୀଳ ।

ବିସ୍ତୃତ