Tag: ନିର୍ବାଚନ

ଆଶାର ଅସହ୍ୟ ବୋଝ

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟସଭାରେ ଭାଜପା ସଂଖ୍ୟା -ଗରିଷ୍ଠତା ହାସଲ କରିବା କଥାଟି ଦେଖାଯାଉଛି । ସମ୍ବିଧାନର ମୁଖବନ୍ଧଟିକୁ ସଂଶୋଧିତ କରି ସେଠୁ ଧର୍ମନିରପେକ୍ଷତା ଓ ସମାଜବାଦ ଶବ୍ଦଗୁଡ଼ିକୁ ହଟେଇ ଦେବାପାଇଁ ମଧ୍ୟ ଉଦ୍ୟମ ହୋଇପାରେ ।

ଗଢ଼ ବା ଭାଙ୍ଗ

ଯଦି ପରାଜୟ ହୁଏ, ଉତ୍ତରପ୍ରଦେଶ ନିର୍ବାଚନରେ ୨୦୧୯ ଲୋକସଭା ପୂର୍ବରୁ ମୋଦୀ ଏବଂ ଶାହା ଆଗାମୀ ୨ବର୍ଷ ଭିତରେ କିଭଳି ନିଜର କାର୍ଯ୍ୟଶୈଳୀକୁ ଚଳାଇ ରଖୁଛନ୍ତି, ତାହା ମଧ୍ୟ ଦେଖିବାକୁ ମିଳିବ । ମୋଦୀ ଦେଖାଇ ସାରିଛନ୍ତି ସେ କେମିତି ଲୋକଙ୍କୁ ଚକିତ କରାଇବାରେ ଦକ୍ଷ, ସେହି ଦୃଷ୍ଟିରୁ ତାଙ୍କ ସମ୍ପର୍କରେ କିଛି ବି ପୂର୍ବାନୁମାନ…

ଅଶୋକ ମହାପାତ୍ର ହାଇକୋର୍ଟ ବାର ଏସୋସିଏସନ ସଭାପତି

ସଂଘର ଉପସଭାପତି ଭାବେ ଲଲାଟେନ୍ଦୁ ସାମନ୍ତରାୟ, ସମ୍ପାଦକ ଭାବେ ବିଜୟ କୁମାର ରଗଡ, ଯୁଗ୍ମ ସମ୍ପାଦକ ଭାବେ କରୁଣାକର ଦାସ, ସହ ସଂପାଦକ ଭାବେ ରୂପେଶ କୁମାର କାନୁନଗୋ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ରଣପୁର ଏନଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ

ବିରୋଧୀ କଂଗ୍ରେସ ଓ ସ୍ଵାଧୀନ ପାର୍ଟିର ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡରେ ଜିତିଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ଖାତା ଖୋଲି ପାରିନାହିଁ ।

ଉଡନ୍ତା ନେତା ଓ ବୁଡନ୍ତା ରାଜ୍ୟର କାହାଣୀ

ତେବେ ପୌର ନିର୍ବାଚନ ଭଳି ଛୋଟିଆ ନିର୍ବାଚନରେ ଏତେ ବଡ ବଡ ତାରକାଙ୍କ ଆଡମ୍ବର ଦରକାର ପଡୁଛି କାହିଁକି ? ଗୋଟିଏ ସମୟରେ ଲୋକସଭା ଭଳି ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ପ୍ରଚାର କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମନା କରି ଦେଇଥିଲେ । ବିଜୁ ବାବୁଙ୍କ ନାଁରେ ପ୍ରତିଷ୍ଠିତ ଦଳ ଆଜି ପୌର ନିର୍ବାଚନ ଭଳି…

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ…

This website uses cookies.