Tag: ନୃତ୍ୟ

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

ୟୋଗେଶ ଭାୟାଣୀ ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ…

ୟୋଗେଶ ଭାୟାଣୀ ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ ଓଡ଼ିଆ କୁନି ଝିଅ ମାନଙ୍କର ସମୂହ ଦୁବାଇର ଗ୍ଲୋବାଲ ଭିଲେଜର ଇଣ୍ଡିଆ ପେଭିଲିଅନରେ ନିକଟରେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି । “ତପସ୍ୟା ଡ୍ୟାନ୍ସର୍ସ” ର ଛାତ୍ରୀ ଅକ୍ସୀତା…

ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ: ଏକ ଶ୍ରଦ୍ଧାଞ୍ଜଳି

ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ…

ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ।ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ଵୀକୃତି ମିଳିବାର ପ୍ରଥମ ପାହାଚ ।

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ନେଇ କେତୋଟି କଥା

ପୃଥିବୀ ସାରା ଓଡିଶୀ ନୃତ୍ୟର ଯେଉଁ ଆଦର ଓ ଆଗ୍ରହ, ସେଥିରେ ଗୁରୁଜୀଂକର ଭୂମିକା ସବୁଠୁ ବେଶୀ ।ତାଂକରି ସ୍ମୃତିରେ…

ପୃଥିବୀ ସାରା ଓଡିଶୀ ନୃତ୍ୟର ଯେଉଁ ଆଦର ଓ ଆଗ୍ରହ, ସେଥିରେ ଗୁରୁଜୀଂକର ଭୂମିକା ସବୁଠୁ ବେଶୀ ।ତାଂକରି ସ୍ମୃତିରେ ତାଂକ ହାତ ଗଢା ଅନୁଷ୍ଠାନ “ସୃଜନ” ପ୍ରତିବର୍ଷ ଭୁବନେଶ୍ଵରରେ ପାଳନ ଆସୁଛି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ଗୁରୁ ବଂଚିଥିବା ସମୟରୁ ଏହି ଉତ୍ସବର ଆରମ୍ଭ।

ଦିଗପହଣ୍ଡି ରୁ ଅନେକ ଦିଗନ୍ତ ; ଦିନନାଥ ପାଠୀ ଓ ଓଡିଶୀ ଚିତ୍ରକଳା

ଯେମିତି କୋଣାର୍କ ବିନା ଓଡିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହଁ, ସେମିତି ଦିନନାଥ ପାଠୀ ଙ୍କ ବାଦଦେଇ ଆଧୁନିକ ଓଡିଶୀ…

ଯେମିତି କୋଣାର୍କ ବିନା ଓଡିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହଁ, ସେମିତି ଦିନନାଥ ପାଠୀ ଙ୍କ ବାଦଦେଇ ଆଧୁନିକ ଓଡିଶୀ ଚିତ୍ରକଳାର ଆକଳନ ସମ୍ଭବ ନୁହଁ।

ଧଉଳୀ-କଳିଙ୍ଗ ମହୋତ୍ସବ: ନୃତ୍ୟ, ସଙ୍ଗୀତରେ ଦର୍ଶକ ବିଭୋର

ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ମଧ୍ୟରେ ଥିଲା ପ୍ରୀତି ପଟେଲ ଓ ସାଥୀଙ୍କ ଦ୍ବାରା ମଣିପୁରି ନୃତ୍ୟ, ଅରୁଣା ମହାନ୍ତିଙ୍କ…

ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ମଧ୍ୟରେ ଥିଲା ପ୍ରୀତି ପଟେଲ ଓ ସାଥୀଙ୍କ ଦ୍ବାରା ମଣିପୁରି ନୃତ୍ୟ, ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ପରସ୍ବାନ୍ତ ଉପାଧ୍ୟାୟ ଓ ସାଥୀଙ୍କ ଦ୍ବାରା ଭାରତନାଟ୍ୟମ୍, ସନ୍ଦିପ ମଲ୍ଲୀକ ଓ ସାଥୀଙ୍କ ଦ୍ବାରା କଥକ ନୃତ୍ୟ, ଇମୋଚା ସିଂହ ଓ ସାଥୀଙ୍କ ଦ୍ବାରା…

କୃଷ୍ଣଲୀଳା:ନୂଆ ଆବିଷ୍କାର ନା ପୁରୁଣାର ଅନୁକରଣ !(ରୋକ୍ ଠୋକ୍)

ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍‍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ…

ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍‍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ ନିଜ ଶୈଳୀରେ ପକାଇବାକୁ ଯାଇ ଗୁରୁମାନଙ୍କୁ ସେ କେତେଦୂର ସମ୍ମାନ ଦେଇଛନ୍ତି, ତାହା ସମୟ କହିବ । ତେବେ ନିଜସ୍ୱ ସଂଗୀତ ଓ ନୃତ୍ୟ ରଚନା ନ କରିବା ଯାଏ ତାଙ୍କୁ ଜଣେ ମୌଳିକ…

This website uses cookies.