Tag Archives: ନେସ୍କୋ

ଓଡିଶା ଖବର

ଏପ୍ରିଲରୁ ବିଦ୍ୟୁତ ଶୁଳ୍କ ୧୨ ପ୍ରତିଶତ ବଢିବ !

ପ୍ରତି ବର୍ଷ ସରକାରଙ୍କର କ୍ଷତି ବଢ଼ିବଢ଼ି ଚାଲିଥିବା ବେଳେ ବିଦ୍ୟୁତ ଶୁଳ୍କ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ବିଦ୍ୟୁତ ଶୁଳ୍କ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇଥିଲା । ପୁଣି ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ଦେଖାଦେଇଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟମୁଖ୍ୟ ଖବର

ନେସ୍କୋ ଦୁଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ୧ମାସ ଜେଲ ଦଣ୍ଡାଦେଶ

ଜିଲ୍ଲା ଅଦାଲତ ପୁନର୍ବାର ତାଙ୍କ ଆଦେଶନାମାରେ ନେସ୍କୋକୁ ୩ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନେସ୍କୋ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିଲେ ।

ବିସ୍ତୃତ