Tag Archives: “ପଣସ କଠା କୋବ୍ତା କରି”

ଆମ ରୋସେଇ ଘରୁ

“ପଣସ କଠା କୋପତା କରି”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ ଆବଶ୍ୟକ ସାମଗ୍ରୀ : ପଣସ କଠା-୨୫୦ ଗ୍ରାମ, ଆଳୁ-୨ଟା(ବଡ଼), ଅଦା ବଟା-୨ ଚାମଚ(ଛୋଟ), ରସୁଣ ବଟା-୨ଚାମଚ(ଛୋଟ), ଧନିଆଗୁଣ୍ଡ-୧ ଚାମଚ(ଛୋଟ), ଜିରାଗୁଣ୍ଡ-୧ଚାମଚ(ଛୋଟ), ହଳଦୀ ଗୁଣ୍ଡ-୧ ଚାମଚ(ଛୋଟ), ଲଙ୍କାଗୁଣ୍ଡ- ୧ଚାମଚ(ଛୋଟ), ଗରମ ସମଲା ଗୁଣ୍ଡ-୧ ଚାମଚ(ଛୋଟ), ତେଜ ପତ୍ର-୨ଟା, ପିଆଜ-୧ଟା(ବଡ଼), ଟମାଟୋ-୧ଟା(ବଡ଼), ନଡ଼ିଆ କୋରା-୧ କପ୍, କଟା ଧନିଆପତ୍ର-ଅଳ୍ପ କିଛି, ବେସନ-୧/୨କପ୍, ଛାଣିବା...

ବିସ୍ତୃତ