ପଶ୍ଚିମ ଓଡ଼ିଶା

ଦୁବାଇ ଠାରେ ପ୍ରବାସୀ ଓଡିଆଙ୍କ ପୁଷପୁନି ପାଳନ

ଓଡିଶା ଡଟକମ ସଂବାଦ ଦାତା ଦୁବାଇ, ଜାନୁଆରୀ ୨୧ (ଓଡିଶା ଡଟ କମ) ଦୁବାଇ ଠାରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷପୁନି ବ୍ୟାପକ ଜାକ ଜମକରେ ଶୁକ୍ରବାର ପାଳନ କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ ଓଡିଆ। ଏଆଇ ବର୍ଷା ପଣ୍ଡ ପାର୍କରେ ଅନୁଷ୍ଠିତ ଏହି ଗୋଟିଏ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଭାଗ…

ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ: ଏକ ଶ୍ରଦ୍ଧାଞ୍ଜଳି

ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ।ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ଵୀକୃତି ମିଳିବାର ପ୍ରଥମ ପାହାଚ ।

ଓଡିଶାର ଦେବୀ ପରମ୍ପରା ସମ୍ପର୍କରେ କେତୋଟି ତଥ୍ୟ

ଓଡିଶାରେ ତନ୍ତ୍ର ଓ ଶାକ୍ତ ମତର ପ୍ରମାଣସିଦ୍ଧ ପରମ୍ପରା ଅନ୍ତତଃ ୨୦୦୦ ବର୍ଷର । ଶାସ୍ତ୍ର, ସ୍ଥାପତ୍ୟ, ଉପଚାର ଓ ପ୍ରତିଷ୍ଠା ଭିତରେ ତନ୍ତ୍ରର ପ୍ରଭାବ ତ ରହିଛି, ତା’ ବାହାରେ ଲୋକାଚାରରେ ଓ ଲୋକକଳ୍ପନାରେ ତନ୍ତ୍ର ର ଭୂମିକା ବେଶ୍ ପ୍ରଭାବଶାଳୀ ।

ନୁଆଁଖାଇ ତିହାର: ଦଶଟି ଜାଣିବା କଥା

ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି । ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ ।

ମୁମ୍ବାଇ ପଶ୍ଚିମ ଓଡିଶା ପରିବାର ଦ୍ଵାରା ନୂଆଖାଇ ଭେଟ ଘାଟ

ଲିଉଡ ଚିତ୍ର ତାରକା ଟାଇଗର ସରଫ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବ ରେ ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଘାରୁ ଆସିଥିବା କଳାକାର ଡାଳଖାଇ, ରସରକେଲି, ଓ ରଙ୍ଗବତୀ ଆଦି ନୃତ୍ୟ ପରିବେଷଣ କରିଥିଲେ ।

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ପ୍ରାପ୍ୟ ଦିଆଯାଇ ପାରନ୍ତା... ।

ପଶ୍ଚିମ ଓଡିଶାରେ ଆଇଆଇଏମ ହେବା ଜରୁରୀ: ଜୁଏଲ ଓରାମ

ସମ୍ବଲପୁର ଠାରେ ଏହି ବି ସ୍କୁଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ସୁପାରିସ କେନ୍ଦ୍ର ସରକାରଙ୍କ ବିଚାର ଧୀନ ଅଛି। କେନ୍ଦ୍ରର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ମାଗିଥିବା, ସେ କହିଛନ୍ତି।

ହଳଧର ନାଗ କବିତାର ମନ୍ତ୍ରସିଦ୍ଧ ଋଷିପୁତ୍ର

ସମଗ୍ର ପଶ୍ଚିମ ଓଡିଶାରେ ଲୋକକବି ଭାବରେ ବିଖ୍ୟାତ ଏଇ କବି ଆମ ସମୟର ଏକ ବିରାଟ ଆଶ୍ଚର୍ଯ୍ୟ । ଯେଉଁ ସମୟରେ କବିତାର ପାଠକ ଏକ ବିରଳ ପ୍ରଜାତିରେ ପରିଣତ ହୋଇସାରିଛି, ସେହି ସମୟରେ କବି ହଳଧରଙ୍କ କବିତା ଶୁଣିବା ପାଇଁ ହଜାର ହଜାର ଲୋକ ଅପେକ୍ଷା କରି ରହନ୍ତି ମଞ୍ଚ ଆଗରେ । ଘଣ୍ଟା…

ଗ୍ରୀଷ୍ମ ପ୍ରବାହ ଜାରି, ତାଳଚେରରେ ସର୍ବାଧିକ ୪୩.୨ ଡିଗ୍ରୀ

ଅନ୍ୟ ଯେଉଁ ସହରରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେଗୁଡିକ ହେଲା ଭବାନୀପାଟଣା -୪୨.୨ ଡିଗ୍ରୀ, ଟିଟିଲାଗଡ-୪୨ ଡିଗ୍ରୀ, ବଲାଙ୍ଗିର ୪୧.୧ ଡିଗ୍ରୀ, ସମ୍ବଲପୁର ୪୧ ଡିଗ୍ରୀ, ଓ ମାଲକାନଗିରି ୪୦.୪ ଡିଗ୍ରୀ, ଓ ଅନଗୁଳ ୪୧.୭ ଡିଗ୍ରୀ ।

ନବୀନ ପଞ୍ଚମ ଥରପାଇଁ ସଭାପତି ହେବା ନିଶ୍ଚିତ

୨୮ରେ ମଧ୍ୟ ରାଜ୍ୟର କାର୍ଯ୍ୟନିର୍ବାହୀ କମିଟି, ଉପସଭାପତି ଏବଂ ଅନ୍ୟାନ୍ୟ ଛାମୁଆ ସଙ୍ଗଠନର ମୋଟ ୮୧ଜଣିଆ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

This website uses cookies.

Read More