Tag Archives: ପାଣିପାଗ

ପରିବେଶ

ଝାରସୁଗୁଡାରେ ସର୍ବାଧିକ ଦିନ ତାପମାତ୍ରା ୪୩.୪ଡିଗ୍ରୀ

ଭୁବନେଶ୍ଵର ଏବଂ ଆଖ ପାଖରେ ପାଗ ସାମାନ୍ୟ ମେଘୁଆ ରହିବାର ସମ୍ଭାବନା ଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହିବାର ସମ୍ଭାବନା ଥିବା ଅନୁମାନ କରାଯାଇଛି ।

ବିସ୍ତୃତ
ପରିବେଶ

ଝାରସୁଗୁଡାରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

ଭୁବନେଶ୍ଵର ଓ କଟକରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ହେଲା ଯଥାକ୍ରମେ ୩୭.୨ ଓ ୩୫.୬ ଡିଗ୍ରୀ । ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ସାମାନ୍ୟ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ,ଆକାଶ ମେଘାଛନ୍ନ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବିସ୍ତୃତ
ପର୍ଯଟନ

ରାଜ୍ୟରେ ପୁଣି ସାମାନ୍ୟ ଭୂକମ୍ପ ଝଟକା

ଅପରାହ୍ନ ୧୨.୪୯ ରେ ମାତ୍ର କେଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଏହି ଭୂକମ୍ପ ସାମାନ୍ୟ ଥିଲା ଓ ଏହାଦ୍ଵାରା କୌଣସି କ୍ଷୟ କ୍ଷତି ହୋଇନଥିବା ରାଜ୍ୟ ସରକାର କହିଛନ୍ତି ।

ବିସ୍ତୃତ
ପର୍ଯଟନ

ରାଜ୍ୟରେ ନେପାଳ ଭୂକମ୍ପର ଝଟକା

ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶସନର ପ୍ରଦୀପ୍ତ ମହାପାତ୍ର ଓଡିଶା ଡଟ କମ କୁ କହିଛନ୍ତି । ତେବେ କୌଣସି ସ୍ଥାନରୁ କ୍ଷୟ କ୍ଷତିର କୌଣସି ସୂଚନା ନ ଥିବା ସେ କହିଛନ୍ତି ।

ବିସ୍ତୃତ
ସ୍ୱାସ୍ଥ୍ୟ

୧୧ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ

ଭୀଷଣ ଖରା ସାଙ୍ଗ କୁ ଶୁକ୍ରବାର ସାରା ର।ଜ୍ୟ ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପାଣିପାଗ ବିଭାଗ ସୁଚନା ଅନୁସାରେ ଶନିବାର ଭୁବନେଶ୍ୱରରେ ଅପରାହ୍ଣରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ ।

ବିସ୍ତୃତ
ଓଡିଶା ଖବର

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ସେଲସିୟସ

ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବା ସହିତ ଉତରା ପବନ ପ୍ରବାହ ଯୋଗୁଁ ଅଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ।

ବିସ୍ତୃତ