Tag Archives: ପାରାଦୀପ ବନ୍ଦର

ସଭା ସମିତି

ପାରାଦୀପ ବନ୍ଦରରେ ଅଣ-ଓଡିଆଙ୍କ ନିଯୁକ୍ତିକୁ ବିରୋଧ

ବନ୍ଦର କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଯୋଗୁଁ କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ସଂଘ ନେତାମାନେ କହିଥିଲେ । ପାରାଦୀପରେ ଅଣ ଓଡିଆଙ୍କ ନିଯୁକ୍ତି ଯୋଗୁ ବନ୍ଦର କାର୍ଯ୍ୟରେ ଦିନ କୁ ଦିନ ଅବନତି ହେଉଥିବା ମଧ୍ୟ ସଂଘ ଅଭିଯୋଗ କରିଛି ।

ବିସ୍ତୃତ
ଓଡିଶା ଖବର

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

ସେମାନଙ୍କ ମତରେ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ ସରକାର ପୁରସ୍କୃତ କରୁଛନ୍ତି ।

ବିସ୍ତୃତ
ଓଡିଶା ଖବର

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବା ପାଇଁ କଂଗ୍ରେସ ସଂଗ୍ରାମ ଆରମ୍ଭ କରିଛି । ଏହି ସଂଗ୍ରାମରେ ଓଡ଼ିଶାବାସୀ ସାମିଲ ହୋଇ ରାଜ୍ୟ ବିରୋଧୀ ନବୀନ ସରକାରକୁ କବର ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

ବିସ୍ତୃତ