Tag: ପିପିଲି

ପିପିଲି ମାମଲା: କ୍ଷତିପୂରଣ ସହ ସିବିଆଇ ତଦନ୍ତ ଦାବି

କ୍ଷତିପୂରଣ ତଥା ଘଟଣାର ସିବିଆଇ ତଦନ୍ତ ଦାବିରେ ଶନିବାର ବିଭିନ୍ନ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପିପିଲି ମାମଲା: ୨୮ରେ ଗଣସମାଜର କଳା ଦିବସ ଓ ଧାରଣା

ଏଥିରେ ଦଳ ମତ ନିର୍ବିଶେଷରେ ବୁଦ୍ଧିଜୀବୀ, ଲେଖକ, ଆଇନଜୀବୀ, ଗଣସଂଗଠକ, ରାଜନେତା ବହୁ ସଂଖ୍ୟାରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

ପିପିଲି ମାମଲା: କେସ୍ ଡ଼ାଏରୀ ଦାଖଲ ପାଇଁ ନିର୍ଦ୍ଦେଶ

କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତ ଶେଷ କରି ୩ ଜଣ ଡ଼ାକ୍ତରଙ୍କ ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିଥିଲା ।

ପିପିଲି ଗଣବଳାତ୍କାର: ତଦନ୍ତ କମିଶନଙ୍କ ଘଟଣାସ୍ଥଳ ପରିଦର୍ଶନ

ଜଷ୍ଟିସ ମହାନ୍ତି ଓ ତାଙ୍କ ସହ ଆସିଥିବା ଓକିଲ ଏବଂ ଅଧିକାରୀମାନେ ଡାକବଙ୍ଗଳାକୁ ଆସି ସେଠାରୁ ପୀଡ଼ିତା ପଡ଼ିଥିବା ସ୍ଥାନକୁ ଯାଇଥିଲେ ।

ପିପିଲି ଗଣବଳାତ୍କାର: ତିନି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

NUYû icdùe _ò_òfò [û^ûùe ùKCñ @`òie ûdòZßùe [ôùf Gaõ _úWÿòZûuê ùKCñ Wûqe PòKòiôû Keò[ôùf RYûAaûKê Kcòg^ KjòQ«ò ö

ପିପିଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଉଦ୍ବେଗଜନକ

ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଚିକିତ୍ସା କରାଯାଉଥିଲେ ମଧ୍ୟ ସେଥିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ ।

This website uses cookies.