Tag: ପିପିଲି

ପିପିଲି ଗଣବଳାତ୍କାର ମାମଲାରେ ଦ୍ୱିତୀୟ ଚାର୍ଜସିଟ୍

ଅଭିଯୁକ୍ତ ଦ୍ଵୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଧମକ ଦଉଥିବା ଏଥିରେ ଦର୍ଶାଯାଇଛି ।

କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ବିରୋଧୀଙ୍କ ପ୍ରତ୍ୟାଖ୍ୟାନ

ପୋଲିସ ଆରମ୍ଭରୁ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଗଣବଳାତ୍କାର:ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ଭାଇ

କ୍ରାଇମବ୍ରାଞ୍ଚ ଦେଇଥିବା ଚାର୍ଜସିଟକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କହିବା ସହ ଏଥିପାଇଁ ଅଧିକ ତଦନ୍ତ ଆବଶ୍ୟକ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ପିପିଲି ଗଣବଳାତ୍କାର ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍

ନଭେମ୍ବର ୨୯ ଘଟଣା ଦିନ ପ୍ରଶାନ୍ତ ଓଢଣୀ ସାହାଯ୍ୟରେ ପୀଡ଼ିତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା ।

ଗଣବଳାତ୍କାର: ବ୍ୟକ୍ତିଗତ ହାଜର ପାଇଁ ମୁଖ୍ୟ ସଚିବଙ୍କୁ ସମନ

ଅନୁସୂଚିତ ଜନଜାତି ଯୁବ ପରିଷଦ ପକ୍ଷରୁ ଏନେଇ କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରାଯାଇଥିଲା ।

ଗଣବଳାତ୍କାର: ପୁଣି ତଦନ୍ତ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

Z« iõ_ì‰ð ùjûA^[ôaûeê @ûC [ùe Z« Keû~òa ùaûfò Kcòg^ _leê Kêjû~ûAQò û

This website uses cookies.